ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତି
ପୁରୀ, ୦୪/୦୫/୨୪: ପାର୍ଟି ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ ନ ଦେବାରୁ ଟିକେଟ ଫେରାଇଲେ ପ୍ରାର୍ଥୀ । ପୁରୀ ଲୋକସଭା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ...
ପୁରୀ, ୦୪/୦୫/୨୪: ପାର୍ଟି ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ ନ ଦେବାରୁ ଟିକେଟ ଫେରାଇଲେ ପ୍ରାର୍ଥୀ । ପୁରୀ ଲୋକସଭା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ...
ଗଣତନ୍ତ୍ରର ମହାପର୍ବ ଲାଗି ଆରମ୍ଭ ହୋଇସାରିଲାଣି ସମର ସଜ୍ଜା ସେପଟେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ, ଗୋଟିଏ ପରେ ଗୋଟିଏ ଯୋଦ୍ଧା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ଲାଗି ...
ଆଜି ପାରଳାଖେମୁଣ୍ଡି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ବିଜେଡି କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଉଠିଛି । ସେ ସନ୍ଧ୍ୟା ୫ ଘଟିକା ସମୟରେ ...
ବିଜେପି ନୁହେଁ ବରଂ ସ୍ବାଧୀନରୁ ଲଢିବେ ସୌମ୍ୟ । ହଁ ଆଜ୍ଞା ନିଜର ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେଇଛନ୍ତି ବରିଷ୍ଠ ନେତା ...
ସବୁ ଅପେକ୍ଷାର ଘଟିଛି ଅନ୍ତ, କଂଗ୍ରେସ ଉଭୟ ଆମେଠି ଓ ରାୟବରେଲି ପାଇଁ ଘୋଷଣା କରିଛି ପ୍ରାର୍ଥୀ । ତେବେ ଦେଶରେ ପଞ୍ଚମ ପର୍ୟ୍ୟାୟ ନିର୍ବାଚନ ନିମନ୍ତେ ...
ମେ’ ୨୦ତାରିଖରେ ଓଡ଼ିଶାରେ ହେବ ଦ୍ୱିତୀୟ ପର୍ୟ୍ୟାୟ ଭୋଟିଂ। ଦ୍ୱିତୀୟ ପର୍ୟ୍ୟାୟ ଭୋଟିଂ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଆସନ୍ତା ୬ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ...
ବିଜେପି ଗୁରୁବାର ୬ଟି ବିଧାନସଭା ଆସନ ପାଇଁ କରିଛି ପ୍ରାର୍ଥୀ ଘୋଷଣା । ଏଥର ଦଳ ସମସ୍ତ ନୂଆ ମୁହଁକୁ ସୁଯୋଗ ଦେଇଥିବା ଦେଖିବାକୁ ମିଳିଛି । ...
ପୁରୀ: ପୁରୀ ଲୋକସଭା ପାଇଁ ବିଜେଡ଼ିର ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ...
କଣ୍ଟାବାଞ୍ଜି ବିଧାନସଭା ଆଶନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ଦୁଇଟି ବିଧାନସଭା ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ । କଣ୍ଟାବାଞ୍ଜି ବିଧାନସଭା ...
ଭୁବନେଶ୍ୱର, ୦୨/୦୫/୨୪: ଭୁବନେଶ୍ବର ଲୋକସଭା ନିର୍ବାବଚ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉଭୟ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ । ...
© 2023 NNS Odia - Designed by TT INFOTECHS.
© 2023 NNS Odia - Designed by TT INFOTECHS.