ଦିଲ୍ଲୀ ସ୍ଥିତ ନ୍ୟୁ ବର୍ଣ୍ଣ ଚାଇଲ୍ଡ ଡାକ୍ତରଖାନାରେ ଲାଗିଲା ନିଆଁ, ୨୦ ନବଜାତ ଶିଶୁଙ୍କ ଜୀବନ ରକ୍ଷା କଲେ ଅଗ୍ନିଶମବାହିନୀ
ଏନଏନଏସ୍: ଦିଲ୍ଲୀର ନ୍ୟୁ ବର୍ଣ୍ଣ ଚାଇଲ୍ଡ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ । ଜୀବନକୁ ବାଜି ଲଗାଇ ୨୦ ନବଜାତ ଶିଶୁଙ୍କ ଜୀବନ ରକ୍ଷା କଲେ ଅଗ୍ନିଶମବାହିନୀ । ସୂଚନାଯୋଗ୍ୟ ...