ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୧.୦୩): ଆଜି ଅନ୍ତର୍ଜାତୀୟ ଜଙ୍ଗଲ ଦିବସ । ୨୦୧୨ ମସିହାରେ ଜାତିସଂଘର ସାଧାରଣ ସଭା ଦ୍ବାରା ଘୋଷଣା କରାଯାଇଥିଲା ଯେ ପ୍ରତି ବର୍ଷ ମାର୍ଚ୍ଚ...
ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୦.୦୩): ପୃଥିବୀର ଲଗାତର ପରିବର୍ତନ ହେବାରେ ଲାଗିଛି । ଏବେ ଭୂବିଜ୍ଞାନୀମାନେ ଆଫ୍ରିକା ମହାଦେଶକୁ ନେଇ ଏକ ବଡ଼ ଧରଣର କିଛି ଘଟିବା ନେଇ...
ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୦.୦୩): ଦୁଇ ଦିନିଆ ଭାରତ ଗସ୍ତରେ ଆସି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ସୋମବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ କେନ୍ଦ୍ର ସଂସ୍କୃତି...
ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୦.୦୩): ଆମେରିକା ଏବଂ ୟୁରୋପରେ ବ୍ୟାଙ୍କିଂ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ(Bank Crisis) ଯୋଗୁଁ ସାରା ବିଶ୍ବ ଅର୍ଥନୀତି ପ୍ରଭାବିତ ହୋଇଛି । ବିଶ୍ବ ବଜାରରେ...
ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୦.୦୩): ପ୍ରତିବର୍ଷ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଏ । ଏହି ଦିବସ ପାଳନ ପଛରେ ଅନ୍ତର୍ନିହିତ ରହିଛି ସ୍ୱତନ୍ତ୍ର...
ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୮.୦୩): ତୋଷାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୋଟିଏ ପଟେ ଇସଲାମାବାଦ କୋର୍ଟରେ...
ମସ୍କୋ,(ଏନଏନଏସ ଓଡ଼ିଆ /୧୮.୦୩): ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରିକଲେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ। ୟୁକ୍ରେନ ଉପରେ ଆକ୍ରମଣ କରି ବଡ଼ ଅପରାଧ...
ଓ୍ୱାଶିଂଟନ,(ଏନଏନଏସ ଓଡ଼ିଆ /୧୮.୦୩): ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଗତ ୨୦୨୧ ଜାନୁଆରୀରେ ଓ୍ବାଶିଂଟନରେ ହଙ୍ଗାମା ସୃଷ୍ଟି କାରଣରୁ...
ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୭.୦୩): ସର୍ବଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର “ଦ’ ଏଲିଫ୍ୟାଣ୍ଟ ହ୍ୱିସପରସ୍”କୁ ଓସ୍କାର ସମ୍ମାନ ମିଳିଛି । ପାରମ୍ପରିକ ବନାରସୀ ଶାଢୀ ପିନ୍ଧି ଓସ୍କାର ପୁରସ୍କାର ଗ୍ରହଣ...
ସିକନ୍ଦରାବାଦ,(ଏନଏନଏସ ଓଡ଼ିଆ /୧୭.୦୩): ସିକନ୍ଦରାବାଦରେ ଥିବା ବହୁ ମହଲା ବିଶିଷ୍ଟ କମର୍ସିଆଲ୍ କଂପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ...
© 2023 NNS Odia - Designed by TT INFOTECHS.
© 2023 NNS Odia - Designed by TT INFOTECHS.