ଖବର ଏବେ ଏବେ

Plugin Install : Subscribe Push Notification need OneSignal plugin to be installed.

https://youtu.be/GQ909SP2DSk ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶନାମା କୁ ଫୁ କରି ଉଡ଼ାଇ ଦେଇଛି ନରସିଂହପୁର ପ୍ରଶାସନ। ଆଜି ନରସିଂହପୁର କୁ ପ୍ରାୟ ୮୦ ଜଣ ପ୍ରବାସୀ ଆନ୍ଧ୍ରପ୍ରଦେଶ...

ପୁରୀ, ସୋନପୁର ଓ ସମ୍ବଲପୁରରେ କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ CMRF ପାଣ୍ଠି ମଞ୍ଜୁର ।

କୋଭିଡ ପରିଚାଳନା ପାଇଁ ପୁରୀ ଜିଲ୍ଲାକୁ CMRF ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 2 କୋଟି ଟଙ୍କା ଅତିରିକ୍ତ ପାଣ୍ଠି ମଞ୍ଜୁର କରିଛନ୍ତି। ଜିଲ୍ଲା ପୂର୍ବରୁ...

Covid-19 update

କୋଭିଡ-୧୯ ପଜିଟିଭ୍ ସଂଖ୍ଯା, ୫ ମେ ୨୦୨୧ ପର୍ଯ୍ୟନ୍ତ -୧୦୫୨୧ସଂଘରଧରୁ-୫୯୪୫ସ୍ଥାନୀୟ ସଂକ୍ରମଣ-୪୫୭୬ଖୋର୍ଦ୍ଧା ରୁ ସର୍ବାଧିକ -୧୪୭୭ ଓସୁନ୍ଦରଗଡ଼ ରେ ୧୧୮୬ ପଜିଟିଭ୍ ଚିହ୍ନଟ

COVID-19 UPDATE

COVID UPDATE ଆଜି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ CRPF ଡି.ଆଇ.ଜି ସୁନୀଲ କୁମାର ପାର୍ଥ # COVID 19 ରେ ଜୀବନ ହାରିଛନ୍ତି

ଆଜିଠାରୁ ଜାମ୍ମୁ କାଶ୍ମୀରର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆରମ୍ଭ ହେବ ରାତ୍ରିକାଳୀନ ବିମାନସେବା

ଆଜିଠାରୁ ଜାମ୍ମୁ କାଶ୍ମୀରର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆରମ୍ଭ ହେବ ରାତ୍ରିକାଳୀନ ବିମାନସେବା

କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜିଠାରୁ ରାତ୍ରିକାଳୀନ ବିମାନସେବା ଆରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ଡିଜିସିଏ ରାତ୍ରିକାଳୀନ ବିମାନ...

ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର; ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର

ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର; ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲେ ହେଁ ତାହା ସ୍ଥିର ରହିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଶନିବାର ଆର୍ମି ହସ୍ପିଟାଲରୁ ଦିଲ୍ଲୀ...

ଅସ୍ଥାୟୀ ବାଉଁଶ ପୋଲ ହିଁ ସାହା ଭରସା; ବୁଢାଦାନୀ ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତରେ ନଦୀ ସମସ୍ୟା

ଅସ୍ଥାୟୀ ବାଉଁଶ ପୋଲ ହିଁ ସାହା ଭରସା; ବୁଢାଦାନୀ ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତରେ ନଦୀ ସମସ୍ୟା

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ବୁଢ଼ାଦାନି ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତରେ ବଡ଼ସାଲୁଙ୍କି ନଦୀ ସମସ୍ୟା ହୋଇଛି। ନଦୀ ଉପରେ ପୋଲ୍‌ ନିର୍ମାଣ ପାଇଁ ଦାବି...

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ କେନ୍ଦ୍ର ସରକାର ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଆସନ୍ତା ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କ ଟିକା...

ସୋସିଆଲ ମିଡିଆକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ସୋସିଆଲ ମିଡିଆକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ :  ସୋସିଆଲ ମିଡିଆକୁ ପୁଣି ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ନିଜର ସୋସିଆଲ ମିଡିଆରେ ନିଜର କମ୍ପାନୀ ଲଞ୍ଚ୍ କରିବେ...

ପୁଣି ଚିନ୍ତା ବଢାଇଲା କରୋନା ; ଅଫିସ, ସିନେମା ହଲ ପାଇଁ ନୂଆ ଗାଇଡ ଲାଇନ

ପୁଣି ଚିନ୍ତା ବଢାଇଲା କରୋନା ; ଅଫିସ, ସିନେମା ହଲ ପାଇଁ ନୂଆ ଗାଇଡ ଲାଇନ

ମୁମ୍ୱାଇ:  ପୁଣିଥରେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଏହାରି ଭିତରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ...

Page 145 of 150 1 144 145 146 150

Don't Miss It

Recommended

Welcome Back!

Login to your account below

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.

Retrieve your password

Please enter your username or email address to reset your password.

Add New Playlist