ରାଜନୀତି

Plugin Install : Subscribe Push Notification need OneSignal plugin to be installed.

ଭାରତୀୟ ଜାତୀୟ କଂଗ୍ରସ, ସିପିଆଇ, ସିପିଆଇ(ଏମ), ସିପିଆଇ(ଏମଏଲ) ପକ୍ଷରୁ ଆସନ୍ତା ଜୁଲାଇ ୧୫ତାରିଖରେ ଓଡିଶା ବନ୍ଦ ଡାକରା ।

ବାମପନ୍ଥୀ ଦଳ ଙ୍କ ଓଡିଶା ବନ୍ଦକୁ ସମର୍ଥନ କରିବା ପାଇଁ ଘୋଷଣା କଲା ଜଟଣୀ ସିଆଇଟିୟୁ ଏବଂ ଅଲ୍ ଓଡିଶା ଟ୍ୟାଙ୍କଲରି ଟ୍ରାନ୍ସପୋର୍ଟ ୱାର୍କସ ୟୁନିଅନ୍ ।...

ଭାଇରାଲ ହେଲା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭିଡିଓ

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରଠାରୁ ନିଜର କାର୍ଯ୍ୟ ଶୈଳୀକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ସେ । ତାଙ୍କର ଏକ ଭିଡିଓ...

ବୁଧବାର ଦିନ ଏନଡିଏ ସରକାରଙ୍କ ନେତୃତ୍ବାଧୀନ ମୋଦୀ ସରକାରଙ୍କ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକାଳରେ କେନ୍ଦ୍ର କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ନବୀକରଣ କରାଯାଇଛି । କିଛି ନୂଆ...

ମନ୍ତ୍ରୀ ପଦ ମିଳିବା ପରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ମନ୍ତ୍ରୀ ପଦ ମିଳିବା ପରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ସଞ୍ଚାର ଭବନରେ ନିଜର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ଅଶ୍ୱିନୀ...

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

ଡ଼େରାଡୁନ: ଉତ୍ତରାଖଣ୍ଡରେ ଚାଲିଥିବା ରାଜନୈତିକ ବାଦିପାଲା ବନ୍ଦ ହେବାକୁ ଯାଉଛି  । କାରଣ ଗତ କାଲି ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂ ରାୱତ ଇସ୍ତଫା ଦେବାପରେ ସଙ୍କଟ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ଦେଲେ ଇସ୍ତଫା

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀର୍ଥ ସିଂ ରାୱତ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସେ ଚିଠିରେ ଉଲ୍ଲେଖ...

ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ରାଜ୍ୟ ଯୋଗ।ଣ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା କୃଷକ ମୋର୍ଚ୍ଚ।

ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି...

Page 110 of 114 1 109 110 111 114

Don't Miss It

Recommended

Welcome Back!

Login to your account below

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.

Retrieve your password

Please enter your username or email address to reset your password.

Add New Playlist