ସ୍ବାସ୍ଥ୍ୟ

Plugin Install : Subscribe Push Notification need OneSignal plugin to be installed.

ଅଧିକ ସମୟ ହେଡ୍‌ଫୋନ୍‌ ବ୍ୟବହାର କରୁଛନ୍ତି କି ? ଚାଲିଯାଇପାରେ ଶୁଣିବା ସମସ୍ୟା

ଭୁବନେଶ୍ୱର,୧୨.୦୪.୨୦୨୩ (ଏନଏନଏସ ଓଡ଼ିଆ) :  ଅଧିକ ସମୟ ହେଡ୍‌ଫୋନ୍‌ ବ୍ୟବହାର କରୁଛନ୍ତି କି ? ଯଦି କରୁଛନ୍ତି ହୋଇଯାଆନ୍ତୁ ସାବଧାନ। ନହେଲେ ଗୁରୁତର ସମସ୍ୟାର ସାମ୍ନା କରିପାରନ୍ତି।...

ବଢୁଛି କୋଭିଡ ସଂକ୍ରମଣ: ମାସ୍କ ପିନ୍ଧିବା ନିଷ୍ପତ୍ତି ନେବେ ସରକାର

ଭୁବନେଶ୍ୱର,୧୨.୦୪.୨୦୨୩ (ଏନଏନଏସ ଓଡ଼ିଆ) :  କୋଭିଡ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ ଚିଠି ଲେଖିଥିବା ଜଣାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ...

ଆବଶ୍ୟକତାରୁ ଅଧିକ ବ୍ୟାୟାମ କରୁଛନ୍ତି କି ? ଚାଲିଯାଇପାରେ ଜୀବନ

ଭୁବନେଶ୍ୱର,୧୨.୦୪.୨୦୨୩ (ଏନଏନଏସ ଓଡ଼ିଆ) :  ବ୍ୟାୟାମ କରିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ । ଏହାର ଲାଭ ସମ୍ପୂର୍ଣ୍ଣ ଶରୀରକୁ ମିଳିଥାଏ। ଏହା ଶରୀରରୁ ରୋଗକୁ ମଧ୍ୟ...

ମାଓ ଇଲାକାରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ବିଭାଗ ଟିମ୍

ମାଥିଲି,୧୦.୦୪.୨୦୨୩ (ଏନଏନଏସ ଓଡ଼ିଆ) :  ମାଓବାଦୀ ଅଧ୍ୟୁଷିତ ଦୁର୍ଗମ ଅଂଚଳରେ ପ୍ରଥମ ଥର ପାଇଁ ପାଦ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଓ ଜନପ୍ରତିନିଧି ଦଳ । ମାଲକାନଗିରି...

ଏସସିବିରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ

କଟକ,୧୦.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି। କାର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା।...

ବଢୁଛି କରୋନା:କୋଭିଡ ନିୟମାବଳୀ ପାଳନ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) :  ଭାରତରେ କରୋନା ରୋଗୀଙ୍କ ସଂଖ୍ୟାରେ ପୁଣିଥରେ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୦୫୦ ନୂଆ କୋଭିଡ୍...

ଖାଦ୍ୟ ଖାଇବାର ନୀୟମାବଳୀ

ଭୁବନେଶ୍ୱର,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) କାହିଁକି ତରବର ହୋଇ ଖାଦ୍ୟ ଖାଇବା ଉଚିତ୍ ନୁହେଁ? ତରବର ହୋଇ ଖାଉଛନ୍ତି କି ହୋଇପାରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ | କାରଣ...

ରାଜ୍ୟରେ ବଢିବ ନିଶାମୁକ୍ତ କେନ୍ଦ୍ର ସଂଖ୍ୟା

ଭୁବନେଶ୍ୱର,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) : ରାଜ୍ୟରେ ନିଶାଡିଙ୍କ ସଂଖ୍ୟା ସରକାରୀ ହିସାବରେ ୧୨ହଜାର ଟପିଥିବାବେଳେ ରାଜ୍ୟ ସରକାର ଅଧିକ ସଂଖ୍ୟାରେ ନିଶାମୁକ୍ତ କେନ୍ଦ୍ର ପ୍ରତିଷ୍ଠାର ଯୋଜନା କରୁଛନ୍ତି...

ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟ

ପୁଡୁଚେରୀ,୦୭.୦୪.୨୦୨୩ (ଏନଏନଏସ ଓଡ଼ିଆ) :  କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ ସତର୍କ ହୋଇ ଯାଇଛନ୍ତି।   ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ...

Page 13 of 41 1 12 13 14 41

Don't Miss It

Recommended

Welcome Back!

Login to your account below

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.

Retrieve your password

Please enter your username or email address to reset your password.

Add New Playlist