ଅପରାଧ

Plugin Install : Subscribe Push Notification need OneSignal plugin to be installed.

District News || Odisha || ଜ଼ିଲ୍ଲା ଖବର #NNSODIA

ଢେଙ୍କାନାଳ ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗ ମହାସଂଘ ପକ୍ଷରୁ କଙ୍କଡ଼ାହାଡ଼ ବ୍ଲକ କୀର୍ତ୍ତନପୁର ପଧାନସାହି ଠାରେ ଏକ ସଭା ଅନୁଷ୍ଠିତ ହୋଇଛି ।ଏହି ସଭାରେ ଅତିଥି ପବିତ୍ର...

କନେଷ୍ଟବଳଙ୍କ କଳା ସାମ୍ରାଜ୍ୟର ଗୁମର ଫିଟୁଛି #NNSODIA

କୋଟିପତି କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ନାଁରେ ଅଭିଯୋଗ ତାଲିକା ଲମ୍ବିବା ପରେ ଆରମ୍ଭ ହୋଇଯାଇଛି ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ...

କେନ୍ଦ୍ରପଡ଼ାରେ ଗ୍ୟାଙ୍ଗ୍‌ୱାର୍‌ #NNSODIA

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପାରାଦ୍ବୀପର ବୈଦ୍ୟନାଥ ମହାପାତ୍ର ନାମକ ଜଣେ କୁଖ୍ୟାତ ଅପରାଧିକୁ କ୍ଷତବିକ୍ଷତ ଅବସ୍ଥାରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ସଂକଟାପନ୍ନ ରହିଛି...

କ୍ରୁଜ୍‌ରୁ ଧରାପଡ଼ିଥିବା ଡ୍ରଗ୍ସ ତଦନ୍ତସାକ୍ଷୀ କିରଣ ଗୋସାଭି ଗିରଫ #NNSODIA

ଗିରଫ ହେଲେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ସାକ୍ଷୀ କିରଣ ଗୋସାଭି । ପୁଣେ ପୋଲିସର ଏକ ଦଳ ତାଙ୍କୁ ଉତ୍ତର ପ୍ରଦେଶରର ଲକ୍ଷ୍ନୌରୁ ଗିରଫ କରିଛି...

ସ୍ୱାମୀ ହେଲା ବଇରୀ

ଯାହାର ହାତ ଧରି ସାତଜନ୍ମ ପାଇଁ ସାଥୀ ହୋଇଥିଲେ ସେ ଏବେ ସାଜିଛି ବଇରୀ । ନିଜ ପତ୍ନୀଙ୍କୁ ସୁରକ୍ଷା ଦେବା ତ ଦୂରର କଥା ସ୍ୱାମୀଙ୍କ...

ମମିତା ମେହେର ହତ୍ୟା ପ୍ରସଙ୍ଗ, ସରଗରମ ହେଉଛି ରାଜ୍ୟ ରାଜନୀତି

ମମିତା ମେହେର ହତ୍ୟା ପ୍ରସଙ୍ଗ, ସରଗରମ ହେଉଛି ରାଜ୍ୟ ରାଜନୀତି | କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମିତା ମେହେରଙ୍କ...

ସରକାରୀ ଜମିକୁ ନେଇ ମାରପିଟ୍‌

ଦେଖନ୍ତୁ ରାଜଧାନୀ ଭୁବନେଶ୍‌ôରର ଭିଆଇପି ଅଞ୍ଚଳ ଭାବେ ପରିଚିତ ୟୁନିଟ୍ –୬ର ଦୃଶ୍ୟ । ଉଚ୍ଚ ପ୍ରଦସ୍ଥ ପୋଲିସ୍ ଅଧିକାରୀଙ୍କ ବାସଭବନଠାରୁ ଆରମ୍ଭ କରି ବହୁ ମନ୍ତ୍ରୀଙ୍କ...

ନାରୀ ପିଶାଚ ଗୋବିନ୍ଦ ସାହୁର ଖୋଲୁଛି ଗୁମର || ରାଜେଶ୍ୱରୀ ନିଖୋଜ ଉପରୁ ଉଠିପାରେ ପରଦା #NNSODIA

ଗୋଟି ଗୋଟି କରି ଖୋଲୁଛି ଜହ୍ଲାଦ ଗୋବିନ୍ଦର ଅପରାଧିକ ପେଡ଼ି, ଅଶ୍ଳୀଳ ଭିଡିଓ ପାଇଁ ମମିତା ଙ୍କୁ କରିଛି ହତ୍ୟା. ମମିତାଙ୍କ ବ୍ୟତୀତ ଆଉ ଜଣେ ଛାତ୍ରୀ...

Page 58 of 83 1 57 58 59 83

Don't Miss It

Recommended

Welcome Back!

Login to your account below

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.

Retrieve your password

Please enter your username or email address to reset your password.

Add New Playlist