ସଂସ୍କୃତି

Plugin Install : Subscribe Push Notification need OneSignal plugin to be installed.

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା: ପନ୍ତିବଡୁ ସେବକ ନିଲମ୍ବିତ

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ...

ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରାଦୀପ:- ଆସନ୍ତା ନଭେମ୍ୱର ୧୪ ତାରିଖରେ‌‌ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ପାଇଁ ଆଜି ଅପରାହ୍ନ ରେ ଅଫିସର କ୍ଲବ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ

ଆଜି ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ ଅନୁଷ୍ଠିତ ହେବାକୁ ଥିବାବେଳେ ସୁନାବେଶ ବା ରାଜରାଜଶ୍ୱେର ବେଶରେ ମହାପ୍ରଭୁ...

ମା ବନଦୁର୍ଗାଙ୍କ ଠାରେ ପ୍ରଥମ ଉତ୍ସବ ଅନୁଷ୍ଠିତ

ମାଳିକା ବର୍ଣ୍ଣିତ ପୀଠ ମା ବନଦୁର୍ଗାଙ୍କ ଠାରେ ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ଅନ୍ତର୍ଗତ ମାଳିକା ବର୍ଣ୍ଣିତ ପୀଠ ମା ବନଦୁର୍ଗାଙ୍କ...

ଶାଢୀରେ ପରମ୍ପରା

ହାତ ବୁଣା ଶାଢୀର ବଜାରରେ ଥାଏ ଅନେକ ଚାହିଦା .,.,ଆଉ ସମସ୍ତଙ୍କର ରହିଥାଏ ପ୍ରଥମ ପସନ୍ଦ ,., ସବୁଠୁ ରହିଥାଏ ଚର୍ଚ୍ଚା । ଆଉ ଚଚ୍ଚର୍୍ା ରେ...

ଅନୁଗୁଳରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ର ଅଡିସନ ଅନୁଷ୍ଠିତ

ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାର ଏବଂ ବାନ୍ଧକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମସିହାରୁ ଅବିକା ପ୍ରସ୍ତୁତ କରିଆସୁଛି ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର-"ଅବିକା...

ଏକତା ରୁହ ସଂସ୍କୃତିକୁ ବଞ୍ଚାଇ ରଖ

ବିଶ୍ବହିନ୍ଦୁ ପରିଷଦର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଉରକେଲାରେ ବିଶ୍ବହିନ୍ଦୁ ପରିଷଦ ତରଫରୁ ଏକ ବିଶାଳ ଶୋଭାଯାତ୍ରା ରେଳବାଇ ଷ୍ଟେସନର ସଙ୍କଟ ମୋଚନ ମନ୍ଦିରରୁ ବାହାରି ରାଉରକେଲା...

ନନ୍ଦଗାଓଁ ଗୋଶାଲାରେ ଜନ୍ମାଷ୍ଟମୀ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ରାଉରକେଲାରେ ଆସନ୍ତା ଜନ୍ମାଷ୍ଟମୀ ମହୋତ୍ସବ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଗୋଟିଏ ଭକ୍ତିପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଥିଲା, ପ୍ରଥମେ ଗୁରୁଜନ, ଗୋମାତା ଓ ଗୁରୁମାତାଙ୍କୁ ପୁଷ୍ପ ଅର୍ପଣ...

Page 16 of 23 1 15 16 17 23

Don't Miss It

Recommended

Welcome Back!

Login to your account below

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.

Retrieve your password

Please enter your username or email address to reset your password.

Add New Playlist