ଚର୍ଚ୍ଚିତ ଖବର

Plugin Install : Subscribe Push Notification need OneSignal plugin to be installed.

ରାଜ୍ୟରେ ମହିଳାସଶକ୍ତିକରଣକୁ ନେଇ ଜାତିସଂଘର ମହିଳା ପ୍ରତିନିଧୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ରାଜ୍ୟରେ ମହିଳା ସଶକ୍ତିକରଣକୁ ନେଇ ଜାତିସଂଘର ମହିଳା ପ୍ରତିନିଧୀ ସୁଶ୍ରୀ ଜେନ ଫର୍ଗୁସନ୍ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା...

ଜାମିନ ପ୍ରଦାନ କରିବାର ଗୋଟିଏ ଦିନ ପରେ ଆଜି ମୁମ୍ବାଇ ଜେଲରୁ ବାହାରିଛନ୍ତି ରାଜ କୁନ୍ଦ୍ରା

ଦୁଇ ମାସ ପୂର୍ବେ ଗିରଫ ହୋଇଥିବା ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ମାଜିଷ୍ଟ୍ରେଟ କୋର୍ଟ ଜାମିନ ପ୍ରଦାନ କରିବାର ଗୋଟିଏ ଦିନ ପରେ ବ୍ୟବସାୟୀ ରାଜ କୁନ୍ଦ୍ରା ଆଜି...

ଗରିବ ଲୋକ ମାନଙ୍କ ସହାୟତା ଉଦ୍ଦେଶ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂଙ୍କ ପ୍ରଥମ କ୍ୟାବିନେଟ ବୈଠକ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଇସ୍ତଫା ଦେବାପରେ ନୂତନ ମୁଖ୍ୟମନ୍ତ୍ରୀଭାବେ ଚରଣଜିତ ଛନୀ ପଦ ସମ୍ଭାଳିଛନ୍ତି । କାର୍ଯ୍ୟଭାର ନେବା ପରଠାରୁ ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ...

ମୋ ସ୍ଥିତିବାନ ଜାଗାରେ ସରକାରୀ ଅନୁମୋଦିତ ମାର୍କେଟ କମ୍ପ୍ଲେକ୍ସ ଓ କଲ୍ୟାଣ ମଣ୍ଡପ କେମିତି ସମ୍ଭବ ???

ସରକାରୀ ଅର୍ଥକୁ ଅପବ୍ୟବହାର କରୁଛନ୍ତି ପ୍ରଶାସନିକ ବାବୁ ମାନେ। ଯୋଜନା ସବୁ ଲାଗୁନି ଜନ ହିତରେ। ଅଭିଯୋଗ ଅନୁସାରେ ସ୍ଥିତିବାନ ଜାଗାରେ ତିଆରି ହେଇଛି ସରକାରୀ ଅର୍ଥକୁ...

ବିଷିଷ୍ଟ ସାହିତ୍ୟିକା ତଥା ସାରସ୍ୱତ ସାଧିକା ମନୋରମା ମହାପାତ୍ରଙ୍କ ପରଲୋକ

ବିଷିଷ୍ଟ ସାହିତ୍ୟିକା ତଥା ସାରସ୍ୱତ ସାଧିକା ମନୋରମା ମହାପାତ୍ର ଆଉ ଆମ ଗହଣରେ ନାହାନ୍ତି । ଦୈନିକ ସମାଜର ପୂର୍ବତନ ସଂପାଦିକା ମନୋରମାଙ୍କୁ କଟକ ଏସ୍ସିବି ମେଡିକାଲରେ...

ଫେରିବାର ଥିଲା ଜେଲକୁ, ହେଲେ ଫେରିଗଲେ ଆରପାରିକୁ

ଜେଲରୁ ପା-ରୋଲରେ ଆସିଥିଲେ କଏଦୀ। ଗତକାଲି ପୁଣି ଫେରିବାର ଥିଲା ଜେଲକୁ, ହେଲେ ଫେରିଗଲେ ଆରପାରିକୁ।ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବରାହିପୁର ଗାଁରେ। ଏହି...

ପ୍ରବଳବର୍ଷା ଯୋଗୁଁ ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତର ହଜାର ହଜାର ପରିବାର ପାଣିଘେରରେ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ରେ ଥିବା ୧୫ ରୁ ଉର୍ଦ୍ଧ୍ବ ପଞ୍ଚାୟତ ରେ ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ପରିବାର ପାଣି ଘେରରେ ରହିଥିବା...

ଯୁବକଙ୍କୁ ହତ୍ୟା ପରେ ଅଭିଯୁକ୍ତଙ୍କ ଘର ଜାଳିଦେଲେ ଲୋକେ

କୋଦଳା ଥାନା ଖଦାଳ ସାହିରେ ଯୁବକଙ୍କୁ ହତ୍ୟା ପରେ ଅଭିଯୁକ୍ତଙ୍କ ଘର ଜାଳିଦେଲେ ଗାଁ ଲୋକେ; ଦୋକାନରୁ ଫେରିବା ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, ଯୁବକଙ୍କୁ...

Page 203 of 231 1 202 203 204 231

Don't Miss It

Recommended

Welcome Back!

Login to your account below

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.

Retrieve your password

Please enter your username or email address to reset your password.

Add New Playlist