ନାଳରେ ପଡ଼ିଗଲା କାର୍। ବନ୍ୟା ପାଣି ଥିବା ଯୋଗୁ କାର୍ଟି ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା...
୨୫ ସେପ୍ଟେମ୍ବର ୨୦୨୧ ଦିନ ହୋଇଥିବା ନମୁନା ସଂଗ୍ରହ ତଥ୍ୟ ହିସାବରେ ୫୮୫ ଜଣ ନୂତନ କରୋନା ସଂକ୍ରମିତ ହୋଇଛନ୍ତି। ୩୪୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ...
ଦୀର୍ଘ ଦିନ ଧରି ଲାଗିରହିଛି ଯାଆଁଳା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଦକ୍ଷୀଣ ମୁଣ୍ଡ ମୁହାଁଣ ଏବଂ ଓଗାଳ ପଡା ରାସ୍ତା ସମସ୍ୟା I ବାରମ୍ବାର ଅଭିଯୋଗ କଲେ...
ଜାତିସଂଘରେ ସ୍ନେହା ଦୁବେଙ୍କ ପାକିସ୍ତାନକୁ ରୋକଠୋକ ଜବାବ । ପାକିସ୍ତାନ ଓ ଆତଙ୍କବାଦିଙ୍କ ସମ୍ପର୍କ ବିଷୟରେ ସାରା ବିଶ୍ୱ ଅବଗତ। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏହି ଦେଶ...
ଆସୁଛି ବାତ୍ୟା ଗୁଲାବ। ଆବପାତର ରୂପ ନେଇଛି ଲଘୁଚାପ । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଏକ ତୀବ୍ର ସାଇକ୍ଲୋନିକ୍ ଷ୍ଟ୍ରୋମରେ ପରିଣତ ହେବ |...
ଆମେରିକା ସହ ଦ୍ୱିପାକ୍ଷିକ ଆଲୋଚନା ପରେ ପ୍ରଥମ ପ୍ରତିକ୍ରିୟାରେ ଆଉଟଷ୍ଟାଣ୍ଡିଙ୍ଗ ବା ଚମତ୍କାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି...
କୋରନାର ପ୍ରଥମ ଏବଂ ଦ୍ଵିତୀୟ ଲହରର ପ୍ରଭାବ ଦେଖିବା ପରେ ଏବେ ତୃତୀୟ ଲହରକୁ ନେଇ ଚିନ୍ତା ବଢିଛି । କୋଭ୍ୟାକ୍ସିନ ଏବଂ କୋଭିସିଲଡ଼ ଆସିବା ପରେ...
ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। କିଛି ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ, ପରେ ବାତ୍ୟା...
ବାଲେଶ୍ୱର ଷ୍ଟେସନରେ ଦନ୍ତା ହାତୀର ଉତ୍ପାତ; ଦେଢ ଘଣ୍ଟା ରେଳ ଚଳାଚଳ ବାଧାପ୍ରାପ୍ତ; ବିଳମ୍ବିତ ରାତିରେ ଲଛମନପୁର ଗାଁରେ ପଶିଥିଲା ଦନ୍ତା, ଗାଁର ୧୦ରୁ ୧୧ଟି କଚ୍ଚା...
ଟିକେ ନଜର ପକାନ୍ତୁ ଏ ଖୋଲା ମୁକୁଳା ବିଦୁତ ଟ୍ରାନ୍ସଫର ଉପରେ, ଆଉ ଭଲ କରି ଦେଖନ୍ତୁ ଏ ଭିଜୁଆଲ ଉପରେ | ପ୍ରଥମ ସ୍କିନ ରେ...
© 2023 NNS Odia - Designed by TT INFOTECHS.
© 2023 NNS Odia - Designed by TT INFOTECHS.