ତାଜା ଖବର

Plugin Install : Subscribe Push Notification need OneSignal plugin to be installed.
ନୂଆ ଲୁକରେ ମାହି

ନୂଆ ଲୁକରେ ମାହି

ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ୟୁଏଇରେ ଆଇପିଏଲ ଖେଳାଯାଇଥିଲା। ଏହି ଲିଗରେ ଚେନ୍ନାଇ ସୁପର କିଙ୍ଗସ୍ ଶୋଚନୀୟ ପରାଜୟର ସାମ୍ନା କରିଥିଲା। ଏହା ପରଠୁ ଭାରତୀୟ...

ଯୁକ୍ତ ୨ ପରୀକ୍ଷା: ବଦଳିବ ଢ଼ାଞ୍ଚା, ରହିବ ୫୦% ମଲ୍ଟିପୁଲ୍ ଚଏସ୍

ଯୁକ୍ତ ୨ ପରୀକ୍ଷା: ବଦଳିବ ଢ଼ାଞ୍ଚା, ରହିବ ୫୦% ମଲ୍ଟିପୁଲ୍ ଚଏସ୍

ଭୁବନେଶ୍ୱର : ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢ଼ାଞ୍ଚା। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ପରିବର୍ତ୍ତନ କରବା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା...

ଆଜି ଜାତୀୟ ଭୋଟର ଦିବସ

ଆଜି ଜାତୀୟ ଭୋଟର ଦିବସ

ଆଜି ଦେଶବ୍ୟାପୀ ପାଳନ ହେବ ନବମ ଜାତୀୟ ମତଦାନ ଦିବସ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କୋଭିଡ କଟକଣାରେ କାର୍ଯ୍ୟକ୍ରମ କରିବାକୁ ଏସଓପି ଜାରି...

ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ମାର୍ଚ୍ଚରେ କଂଗ୍ରେସ କରିବ ବିଶାଳ ସମାବେଶ। ଏଥିରେ ସାମିଲ ହେବେ ରାହୁଲ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ...

ରାଜଧାନୀରୁ ପୁଣେ ଉଡ଼ିଲା ବିମାନ

ରାଜଧାନୀରୁ ପୁଣେ ଉଡ଼ିଲା ବିମାନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ଆରମ୍ଭ ହୋଇଛି ବିମାନ ସେବା। ରବିବାର ଏହି ବିମାନସେବାର ଶୁଭାରମ୍ଭ ହୋଇଛି। ପ୍ରତି ଶନିବାର ବ୍ୟତୀତ ଅନ୍ୟ ୬ଦିନରେ...

ଆଉ ନାହାନ୍ତି  ବିଶିଷ୍ଟ କଳାକାର ଶାନ୍ତିସ୍ୱରୁପ ମିଶ୍ର

ଆଉ ନାହାନ୍ତି ବିଶିଷ୍ଟ କଳାକାର ଶାନ୍ତିସ୍ୱରୁପ ମିଶ୍ର

ସମ୍ବଲପୁର : ଓଲିଉଡ୍ର ବର୍ଷିୟାନ୍ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ୱରୂପ ମିଶ୍ରଙ୍କ ପରଲୋକ ହୋଇଛି। ସମ୍ବଲପୁରର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗାଧୁଆ...

ଦେଶରେ କୋଭିଡ୍ ଟିକାକରଣରେ ଓଡ଼ିଶା ଆଗୁଆ ।

ଦେଶରେ କୋଭିଡ୍ ଟିକାକରଣରେ ଓଡ଼ିଶା ଆଗୁଆ ।

ଭୁବନେଶ୍ୱର: କୋଭିଡ୍ ଟିକାକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ। ଏଯାବତ୍ ରାଜ୍ୟରେ ୧.୫ ଲକ୍ଷ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଇଛି। ପ୍ରତି ୧୦ ଲକ୍ଷ ଲୋକରେ ରାଜ୍ୟରେ କୋଭିଡ୍...

ବଦଳିଲା ଡ୍ରାଇଭିଂ ଲାଇସେନ୍ସର ନିୟମ

ବଦଳିଲା ଡ୍ରାଇଭିଂ ଲାଇସେନ୍ସର ନିୟମ

ନୂଆଦିଲ୍ଲୀ: ବଦଳିଲା ଲର୍ଣ୍ଣର ଓ ଡ୍ରାଇଭିଂ ଲାଇସେନ୍ସ ନିୟମ। ସଡକ ପରିବହନ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁଆଲ...

ବାହାରିଲେ ୧୩୦ କରୋନା

ବାହାରିଲେ ୧୩୦ କରୋନା

ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା...

Page 308 of 310 1 307 308 309 310

Don't Miss It

Recommended

Welcome Back!

Login to your account below

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.

Retrieve your password

Please enter your username or email address to reset your password.

Add New Playlist