ଘରେ ଭିତରେ ଅନେକ ପକ୍ଷୀମାନେ ନିଜର ବସା ତିଆରି କରିଥିବାର ଆପଣମାନେ ଦେଖିଥିବେ ,. ତେବେ ଘରେ ଭିତରେ ବସା କରିଥିବାର ପକ୍ଷୀମାନଙ୍କ ମଧ୍ୟରେ ପାରା ହେଉଛି ଅନ୍ୟତମ .. ଅଧିକାଂଶ ଘରେ ଭିତରେ ପାରା କରିଥିବା ବସା କୁ ଦେଖିବାକୁ ମିଳିଥାଏ., .., ଅନେକଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଆସେ ପାରା ଘରେ ବସା ବାନ୍ଧିବା ଅଣ୍ଡା ଦେବା କେତେ ଶୁଭ ଓ ଅଶୁଭ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ଘରେ ବସା ବାନ୍ଧିବା ପକ୍ଷୀମାନେ କଣ ସୂଚିତ କରିଥାଆନ୍ତି | ଦର୍ଶକବନ୍ଧୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପାରା ବସା ବାନ୍ଧିବା ଅତ୍ୟନ୍ତ ଶୁଭ ଦାୟକ ଅଟେ | ତେବେ ଘରେ ପକ୍ଷୀ ବାନ୍ଧିଥିବା ବସାକୁ କେବେବି ଭାଙ୍ଗିବା ଉଚିତ ନୁହେଁ |
ଯଦି ଆପଣଙ୍କ ଘରକୁ ପାରା ଆସି ତାର ପର ଛାଡିଯାଏ ତେବେ ଏହା ଆପଣ ଙ୍କ ପାଇଁ ଶୁଭ ବୋଲି ମନାଯାଏ । ଘରେ ପାରା ଛାଡିଥିବା ପରକୁ ଏକ ନାଲି କପଡାରେ ଗୁରାଇ ରକ୍ଷା ସୂତାରେ ବାନ୍ଧି ନିଜର ଧନ ଭଣ୍ଡାର ରେ ରଖିଦିଅନ୍ତୁ .. ଏଭଳି କରିବାଦ୍ୱାରା ଆପଣ ଙ୍କ ପାଖରେ କେବେବି ଧନର ଅଭାବ ରହିବ ନାହିଁ ।
ଆହୁରି ମଧ୍ୟ କୁହାଯାଏ ଯେ ଯଦି ଆପଣ କୌଣସି ଋଣ ଆଣିଛନ୍ତି ତାକୁ ସୁଜିବା ପାଇଁ ବହୁତ ଚିନ୍ତାରେ ରହୁଛନ୍ତି ବା ଆପଣ କୌଣସି ଚାପ ଭିତରେ ରହୁଛନ୍ତି ତେବେ ଆପଣ ପାରା ର ତିନୋଟି ପର ଆଣି ଘରର ତିନି କୋଣ ରେ ରଖିଦିଅନ୍ତୁ ଦେଖିବେ ଆପଣ ଋଣ ଭାରରୁ ଖୁବ ଶିିଘ୍ର ମୁକ୍ତି ପାଇଁବେ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ., ତେବେ ଯଦି ଆପଣ ଙ୍କ ଘରକୁ ପାରା ଆସେ ଆଉ ବସାବାନେ୍ଧତାହା ଘରପାଇଁ ଭଲ ଅଟେ ।
ପାରାହେଉଛି ଶାନ୍ତିର ପ୍ରତୀକ .., ସକାଳୁ ଉଠିବା ମାତ୍ରେ ଯଦି ଆପଣ ପାରା ର ଗୁଣୁ ଗୁଣୁ ଶବ୍ଦ ଶୁଣନ୍ତି ଆପଣଙ୍କ ମନକୁ ଶାନ୍ତି ମିଳିଥାଏ । ପାରା ଅଣ୍ଡା ଯଦି ବାଲକୋନି ବା ଘରେ ଦିଏ ତେବେ ଘର ପାଇଁ ଶୁଭଫଳ ବା କିଛି ଶୁଭ ଖବର ଦେବା ସହ ଆପଣଙ୍କ ଅନେକ ଦିନର ସ୍ୱପ୍ନ ମଧ୍ୟ ପୂରଣ ହେବ ବୋଲି ସୂଚନା ଦେଇଥାଏ |