ବାଲିକୁଦା ଏରସମା 1st Round

ସତ୍ୟସାରଥି ମହାନ୍ତି (ବିଜେପି)-4047

ସାରଦା ପ୍ରସନ୍ନ ଜେନା (ବିଜେଡି)-5021

ନଳିନୀ କୁମାର ସ୍ବାଇଁ (କଂଗ୍ରେସ)-1876

974 ଖଣ୍ଡ ଭୋଟ ରେ ଆଗୁଆ ବିଜେଡି

ବଡ଼ଚଣା bjp ଆମର ନାୟକ ଆଗୁଆ

ବଞ୍ଝାରପୁର -ପ୍ରମିଳା ମଲିକ bjd ଆଗୁଆ

ଧରର୍ମଶାଳା bjd ପ୍ରଣବ ବଳବନ୍ତରାୟ ଆଗୁଆ

ଯାଜପୁର ଲୋକ ସଭା, bjd ଶର୍ମିଷ୍ଠା ସେଠୀ ଆଗୁଆ

ବରୀ ନିର୍ବାଚନ -bjd ବିଶ୍ଵରଞ୍ଜନ ମଲ୍ଲିକ ଆଗୁଆ

କୋରେଇ ବିଧାନ ସଭା, ଆକାଶ ଦାସ ନାୟକ, bjp ଆଗୁଆ

ସୁକିନ୍ଦା, bjd ପ୍ରୀତିରଞ୍ଜନ ଘଢେଇ, ଆଗୁଆ

ସୋନପୁର (୬୫) ବିଧାନସଭା -

ରାଉଣ୍ଡ 1-

ବିଜେଡି (ନିରଞ୍ଜନ ପୁଜାହାରୀ )-4388

ବିଜେପି (ପ୍ରମୋଦ ମହାପାତ୍ର )-4246

କଂଗ୍ରେସ (ପ୍ରିୟବ୍ରତ ସାହୁ )-589

ପ୍ରଥମ ରାଉଣ୍ଡ ରେ 142 ଭୋଟ ରେ ବିଜେଡି ..ଦଳ ପ୍ରାର୍ଥୀ ଆଗୁଆ ।

ବିରମହାରାଜପୁର (୬୪) ବିଧାନସଭା -

୧ମ ରାଉଣ୍ଡ -

ବିଜେଡି (ପଦ୍ମନାଭ ବେହେରା )- 2313

ବିଜେପି (ରଘୁନାଥ ଜଗଦଲା)- 4659

କଂଗ୍ରେସ (ପ୍ରଦୀପ ସେଠି ) - 755

ପ୍ରଥମ ରାଉଣ୍ଡ ରେ 2346 ଭୋଟ ରେ ବିଜେପି ଦଳ ପ୍ରାର୍ଥୀ ଆଗୁଆ ।

କେନ୍ଦ୍ରାପଡାରେ ଗଣତି ଆରମ୍ଭ

କେନ୍ଦ୍ରାପଡା ଲୋକସଭା, ବିଜେପି ର ବୈଜୟନ୍ତ ପଣ୍ଡା ଆଗୁଆ

କେନ୍ଦ୍ରାପଡା ବିଧାନସଭା, ବିଜେଡିର ଗଣେଶ୍ଵର ବେହେରା ଆଗୁଆ

ଆଳି, ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା

ବିଜେଡି ପ୍ରତାପ କେଶରୀ ଦେବ- 734 ଭୋଟ ରେ ଆଗୁଆ

ପାଟକୁରା, ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅରବିନ୍ଦ୍ ମହାପାତ୍ର 111 ଖଣ୍ଡ ଭୋଟ଼ରେ ଆଗୁଆ

ବରଗଡ଼ ଲୋକସଭା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଦ୍ଵିତୀୟ ରାଉଣ୍ଡ 3345 ଖଣ୍ଡ ଭୋଟ୍ ରେ ବିଜେଡି ପ୍ରାର୍ଥୀନୀ ପରିଣୀତା ମିଶ୍ରଙ୍କଠାରୁ ଆଗୁଆ । ବିଜେଡି ପରିଣିତା ମିଶ୍ର 12447 ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ 15792