ଓଡ଼ିଶାରେ ଖୋଲିଲା ସର୍ବବୃହତ ଫୁଡ଼ କୋର୍ଟ ବରେନ୍ୟାସ ଫୁଡ଼ ଆରେନା। ଗୋଟେ ଛାତ ତଳେ ମିଳୁଛି ବିଭିନ୍ନ ଭେରାଇଟିର ଖାଇବା। ଇଣ୍ଡିଆନ ହେଉ ଅବା ଚାଇନିଜ, କେକ୍ ପ୍ୟାଷ୍ଟ୍ରିରୁ ନେଇ କଣ୍ଟିନେଣ୍ଟଲ ଆପଣ ନେଇପାରିବେ ଏହି ସବୁ ଖାଦ୍ୟର ମଜା। ବାର୍ଥଡ଼େ ପାର୍ଟି ହେଉ ଅବା ରିଂ ସେରିମନି ବରେନ୍ୟାସ ନିଶ୍ଚିତ ଅଲଟିମେଟ ଚଏସ । ଚିନ୍ତା କରନ୍ତୁ ନାହିଁ। ଯଦି ଆପଣ ଭେଜିଟେରିଆନ ଆପଣଙ୍କ ପାଇଁ ଏଠି ସ୍ୱତନ୍ତ୍ର କିଚେନ ରହିଛି। ପ୍ରାୟ ୧୦୦୦୦ ବର୍ଗଫୁଟ ରେ ଭେଜ , ନନ୍-ଭେଜ , ବେକରି ପାଇଁ ରହିଛି ସ୍ୱତନ୍ତ୍ର କିଚେନ । ରହିଛି ଅତ୍ୟାଧୁନିକ ଲକଜୁରିଆସ ଫାଇନ ଡାଇନିଂର ବ୍ୟବସ୍ଥା ଓ ଯୁବାବର୍ଗଙ୍କ ପାଇଁ କାଫେଟେରିଆ ।