ଆପଣମାନେ ସମସ୍ତେ ଜାଣନ୍ତି ଯେ, ଆମ ଦେଶ ଭାରତ ତାର କଳା, ସଂସ୍କୃତି,ଏବଂ ଐତିହ୍ୟସ୍ଥଳ ପାଇଁ ସମଗ୍ର ବିଶ୍ୱରେ ବେଶ୍ ଜଣାଶୁଣା । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଭାରତର ସଂସ୍କୃତି ବିଷୟରେ ନୁହେଁ ବରଂ ଏମିତି କିଛି ଦେଶମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁଠି କି ଭାରତୀୟମାନେ ବସବାସ କରନ୍ତି ନାହିଁ । ଆପଣମାନେ ଜାଣନ୍ତି ଯେ, ଭାରତୀୟ ନାଗରିକମାନେ ବିଶ୍ୱର କୋଣ ଅନୁକୋଣରେ ବସବାସ କରିଥାନ୍ତି ଏବଂ ତାଙ୍କର ସଂସ୍କୃତି ଅନେକ ବିଦେଶୀ ରାଜ୍ୟକୁ ମଧ୍ୟ ପ୍ରଭାବିତ କରିଛି । ତେବେ ଆଜି ଆମେ ଆପଣମାନଙ୍କୁ କେତେକ ଦେଶର ନାଁ କହିବୁ ଯେଉଁଠି କି ଗୋଟିଏ ବି ଭାରତୀୟ ବସବାସ କରିନଥାନ୍ତି ।

ସେହି ଦେଶମାନଙ୍କର ନାଁ ଗୁଡିକ ହେଲା-

(୧) ଭାଟିକାନ ସିଟି- ବିଶ୍ୱର ସବୁଠୁ ଛୋଟ ଦେଶ । ଯେଉଁଠି କେବଳ ପୋପ୍ସ ଏବଂ ରୋମାନ କ୍ୟାଥଲିକ୍ ରେ ବିଶ୍ୱାସ କରୁଥିବା ବ୍ୟକ୍ତିମାନେ ହିଁ ବସବାସ କରିଥାନ୍ତି । ଏଠାରେ କୌଣସି ଭାରତୀୟ ବାସ କରନ୍ତି ନାହିଁ ।

(୨) ସାନ ମାରିନୋ- ବିଶ୍ୱର ପୁରାତନ ଗଣତାନ୍ତ୍ରିକ ଦେଶମାନଙ୍କ ମଧ୍ୟରୁ ଗୋଟିଏ ।ଆପଣମାନେ ହୁଏତ ଏଠାରେ ଭାରତୀୟ ପର୍ଯ୍ୟଟକଙ୍କୁ ଭେଟି ପାରନ୍ତି... କିନ୍ତୁ ଏଠାରେ ଜଣେ ବି ଭାରତୀୟଙ୍କୁ ଆପଣମାନେ ବସବାସ କରୁଥିବାର ଦେଖିବାକୁ ପାଇବେ ନାହିଁ ।

(୩) ତୁଭାଲୁ- ଅଷ୍ଟ୍ରେଲିଆର ଉତ୍ତର-ପୂର୍ବ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ । ତୁଭାଲୁରେ ମାତ୍ର ୮ କିଲୋମିଟରର ରାସ୍ତା ରହିଛି ଏବଂ ଏଠାରେ କୌଣସି ଭାରତୀୟ ବସବାସ କରିନଥାନ୍ତି । (୪) ବୁଲଗେରିଆ- ବୁଲଗେରିଆ ଜନସଂଖ୍ୟାର ଅଧିକାଂଶ ଲୋକ ଖ୍ରୀଷ୍ଟିଆନ ଏବଂ ଏଠାରେ କୌଣସି ଭାରତୀୟ ନାହାଁନ୍ତି । (୫) ପାକିସ୍ଥାନ- ଭାରତର ପଡୋଶୀ ଦେଶ ହେବା ସତ୍ତ୍ୱେ ଏଠାରେ କୌଣସି ଭାରତୀୟ ନାହାଁନ୍ତି ।