ଭାଲୁ ସାଜିଲା ଭଗବାନ ଶିବଙ୍କ ଭକ୍ତ | ମନ୍ଦିର ଆଗରେ ଠିଆ ହୋଇ ବଜାଇଲା ଘଣ୍ଟି | ଆଣ୍ଠୁ ମାଡି କଲା ନମସ୍କାର | ହଁ ଆଜ୍ଞା ଏ ଦୃଶ୍ୟ କୌଣସି ମୁଭି କି କାର୍ଟୁନର ନୁହେଁ ଏ ଦୃଶ୍ୟ ଓଡିଶାର |ଯାହାକୁ ଆପଣ ନ ଦେଖିଲେ ବିଶ୍ୱାସ କରିପାରେନାହିଁ । ଟିକେ ଭଲ କରି ଦେଖନ୍ତିୁ ସୋସିଆଲ ମିଡିଆରେ ଭାଇରାଲ ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଥିବା ଏହି ଭିଡିଓ ଟିକୁ |

ଆପଣ ମାନେ ଭିଡିଓ ରେ ଦେଖିପାରୁଥିବେ କିଟମିଟ ଅନ୍ଧାର ରେ ଗାଁ ପାଖ ଶିବ ମନ୍ଦିର କୁ ପଶିଆସିଛନ୍ତି ଦୁଇ ଭାଲୁ ,.,. ଆଉମନ୍ଦିର ପ୍ରବେଶ ଦ୍ୱାର ରେ ଖାଦ୍ୟ ଖୋଜି ଖୋଜି ମନ୍ଦିର ରେପହଂଚି ଘଣ୍ଟି ବଜାଇଛନ୍ତି . ଘଣ୍ଟିର ଶବ୍ଦ ଶୁଣି ଗାଁଲୋକେ ମନ୍ଦିର ନିକଟକୁ ଯାଇ ଦେଖିଲା ବେଳକୁ କିଛି ଏମିତି ଦୃଶ୍ୟ ସାମ୍ନାକୁ ଆସିଥିଲା ଯାହାର ଭିଡିଓ ଆପଣ ମାନେ ଏବେ ଦେଖିପାରୁଛନ୍ତି। ତେବେ ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଚମ୍ପିଆ ଗାଁ ର । ଏବେ ଜଙ୍ଗଲ ରେ ଖାଦ୍ୟ ଅଭାବ ହେତୁ ଗାଁ ମୁହଁ ହେଉଛନ୍ତି ଭାଲୁ। ରାସ୍ତା ଘାଟରେ ବୁଲିବା ସହ ଏଣେ ତେଣେ ବୁଲୁଛି ଭାଲୁ । ଯାହା କୁ ନେଇ ଭୟରେ ଏବେ ଗ୍ରାମବାସୀ |

https://youtu.be/HJW45OwwdRk
https://youtu.be/HJW45OwwdRk