କେବେଳ ବଡ଼ ବଡ଼ ବାବୁ ଏବଂ ଉପରିସ୍ଥ ଅଧିକାରୀ ମାନଙ୍କ ଙ୍କ କାମ ହଉଛି, ହେଲେ ସାଧାରଣ ଜନତା କି, ଓକିଲ ମାନଙ୍କ ର କାମ ହଉନି, ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ କରାଯାଉ ନାହିଁ ଏପରି କିଛି ଯୁକ୍ତି ବାଢ଼ିଛନ୍ତି ଆଇନଜୀବୀ ମାନେ, ବାରମ୍ବାର ଅଭିଯୋଗ ସତେ କୌଣସି ସମସ୍ୟା ର ସମାଧାନ କରାଯାଉ ନ ଥିବାରୁ ସେମାନେ ବାଧ୍ୟ ହୋଇ ଆଜି ଜଟଣୀ ତହସିଲ କାର୍ଯ୍ୟାଳୟ କୁ ତାଲା ପକାଇ ଦେଇଥିଲେ ଏବଂ କିଛି ସମୟ ପାଇଁ ତହସିଲଦାର ଙ୍କୁ ଭିତରକୁ ଯିବାକୁ ଦେଇ ନ ଥିଲେ I ତେବେ ଏହାକୁ ନେଇ କିଛି ସମୟ ଆଲୋଚନା ପରେ ସ୍ଥିତି ରେ ସୁଧାର ଆସିଥିଲା I