ସାଲେପୁର:ଦିନ ଦୁଇ ପ୍ରହରରରେ ଚାଲିଛି ଲୁଟେରାଙ୍କର ଭୟଙ୍କର ତାଣ୍ଡବ।ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ର ମାଛୁଆତି ବଜାର ନିକଟ ଏକ ଘରୋଇ ଫାଇନାନ୍ସ ବ୍ୟାଙ୍କରୁ। ସୂଚନା ଅନୁଯାୟୀ 3ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ 2ଲକ୍ଷ 93ହଜାର ଟଙ୍କା ଲୁଟି ନେଲେ। ଏନେଇ ସଂସ୍ଥା କତ୍ତୃପକ୍ଷ ସାଲେପୁର ପୋଲିସକୁ ଜଣାଇବା ପରେ ସାଲେପୁର ଥାନା ଅଧିକାରୀ ଓ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି। ସେପଟେ ବ୍ୟାଙ୍କର cctv ଯାଞ୍ଚ କରିବା ସହ ଅଧିକ ତଦନ୍ତ କରି ଖୁବ ଶୀଘ୍ର ଲୁଟେରା ମାନଙ୍କୁ ଧରାଯିବ ବୋଲି ଏସଡିପିଓ କହିଛନ୍ତି। bt1-କିଶୋର ରଞ୍ଜନ ମହନ୍ତ ( ଆସିଷ୍ଟାଣ୍ଟ ମ୍ୟାନେଜର ) bt2-ପ୍ରଶାନ୍ତ କୁମାର ମାଝି ( ଏସଡିପିଓ ସାଲେପୁର )।