ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କର ପୁଣ୍ୟତିଥିରେ ଏନଏନଏସ ଓଡ଼ିଆ ପକ୍ଷରୁ ସମ୍ମାନିତ ଶ୍ରଦ୍ଧାଞ୍ଜଳି । ସେ ଏକା ଧାରରେ ଜଣେ ଦାର୍ଶନିକ, ସାମାଜିକ ସଂସ୍କାରକ, ଶିକ୍ଷାବିତ୍, ନାଟ୍ୟକାର, ଚିତ୍ରକାର ଏବଂ ଲେଖକ ଥିଲେ | ଏଥି ସହିତ ସେ ଭାରତୀୟ ଜାତୀୟ ସଂଗୀତ “ଜନ ଗଣ ମନ”, ବାଂଲାଦେଶର “ଆମାର ଶୋନାର ବଙ୍ଗଳା” ସଂଗୀତ ରଚନା କରିଥିଲେ। ଏହା ବ୍ୟତୀତ ସେ ଶ୍ରୀଲଙ୍କାର ଜାତୀୟ ସଂଗୀତକୁ ପ୍ରେରଣା ଦେଇଥିବା ମଧ୍ୟ ବିଶ୍ୱାସ କରାଯାଏ।