ଏ ହେଉଛନ୍ତି ସେହି ଲେଡି ପୋଲିସ ଅଫିସର ଧରୀତ୍ରୀ ଜେନା ଯେକି ତ୍ରିତୋଲ ଥାନାରେ ରହି କିଛିଦିନ ତଳେ ବିଚରାସ୍ତା ଉପରେ କରିଥିବା ଦବଙ୍ଗଗିରି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଇଥିଲା । ଯାହା ଫଳରେ ଧରିତ୍ରୀ ଜେନାଙ୍କର ବଦଳି ହୋଇଥିଲା । ପାରାଦୀପ ଲକ୍ ଥାନାକୁ । କିନ୍ତୁ ଆଜି ପୁଣିଥରେ ପାରାଦୀପ ଲକ୍ ଥାନାରେ ଦେଖିଵାକୁମିଳିଛି ଲେଡି ପୋଲିସଙ୍କର ଦବଙ୍ଗଗିରି । ସୂଚନା ଅନୁଯାୟୀ କିଛି ଦିନ ତଳେ ଏକ ଅସହାୟ ମହିଳାଙ୍କ ଘରେ ତିନିଜଣ ଯୁବକ ଦୀପୁ ମଲ୍ଲିକ ଜଗା ମଣ୍ଡଳ ପ୍ରଦୀପ୍ତ ମଲ୍ଲିକ ରାତି ଅଧରେ ଘରଭିତରେ ପସି ଉକ୍ତ ମହିଳା ଓ ତାଙ୍କ ଝିଅଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡମାରିଥିଲେ । ଯେଉଁଥିପାଇଁ ନ୍ୟାୟ ଆଶାରେ ମହିଳା ଜଣଙ୍କ ପାରାଦୀପ ଲକ୍ ଥାନାରେ ପହଞ୍ଚିଥିଲେ । ହେଲେ କଣ ହେବ ଏଠି ଲେଡି ଅଫିସର ମହିଳାଙ୍କର ଅଭିଯୋଗ ରଖିବା ପରିବର୍ତ୍ତେ ତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । ଅଭିଯୁକ୍ତ ମାନଙ୍କୁ ଧରିବେ କଣ ପୋଲିସ ଓଲଟା ଏତଲାକାରୀଙ୍କୁ କଣ୍ କହୁଛନ୍ତି ମହିଳା ଥାନା ଅଧିକାରୀ ଟିକେ ଭଲଭାବରେ ଶୁଣନ୍ତୁ ,,,,,,,,,,,,,,,,,,,,,, , ,,,,,,,,,,,,,,,,,ଏବେ ଖାଲି ଦେଖିବାକୁ ବାକି ରହିଲା ଏହି ଗରିବ ଅସହାୟ ମା ଏବଂ ଝିଅକୁ କେବେ ମିଳୁଛିନ୍ୟାୟ।
#jagatsinghpur #NNSODIA