ଆଜାଦି କା ଅମ୍ରିତ ମହୋତ୍ସଵ 75 ବର୍ଷ ପାଳନ ଅବସରରେ ପାରାଦ୍ୱୀପ ବନ୍ଦର ଓ ଆର୍ଟ ଅଫ ଲିଭିଙ୍ଗ ମିଳିତ ସହଯୋଗରେ ପୃଷ୍ଟିକର ଖାଦ୍ୟ ପେୟ, ଯୋଗ, ବ୍ୟୟାମ ଉପରେ ଦୁଇଦିନିଆ ଅନଲାଇନ କାଯ୍ୟକ୍ରମ ର ଉଦଘାଟିତ ହେଇଛି.ଏହି କାଯ୍ୟକ୍ରମ କୁ ପାରାଦ୍ୱୀପ ବନ୍ଦର ର ଉପାଧ୍ୟକ୍ଷ ଶ୍ରୀ ଏ. କେ ବୋଷ ଭରଚୁଆଲ ମାଧ୍ୟମରେ ଉଦ୍ଧଘାଟିତ କରିଛନ୍ତି.ଉଧଘାଟନ କାଯ୍ୟକ୍ରମ ରେ ବନ୍ଦର ର ବରିଷ୍ଠ ଉପ ସଚିବ ଟି. କେ. ହାଜରା ଚୌଧୁରୀ,ଶ୍ରୀ ଏସ. କେ. ସେଠୀ,ଏବଂ ପାରାଦ୍ୱୀପ ଆର୍ଟ ଅଫ ଲିଭିଙ୍ଗ ର ସମ୍ପାଦକ ତାପସ ରଞ୍ଜନ ପତି ଭରଚୁଆଲ ମାଧ୍ୟମରେ ଯୋଗଦେଇଥିଲେ. କରୋନା କାଳ ରେ ଲୋକମାନେ ବିଭିନ୍ନ ସଙ୍କଟ ଦେଇ ଗତିକରୁଥିବା ବେଳେ ଏହି ଦୁଇଦିନିଆ କାଯ୍ୟକ୍ରମ ରେ ବନ୍ଦରର ଜନସାଧାରଣ କିପରି ନିଜକୁ ପୁଷ୍ଟିକର, ବ୍ୟାୟାମ, ଯୋଗ ଦ୍ୱାରା ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିପାରିବେ ଏହି କାଯ୍ୟକ୍ରମ ରେ ତାର ଧ୍ୟାନ ଦିଆ ଯାଇଛି.