<h3>ଆପଣମାନେ ଜାଣନ୍ତି କି ମୁସଲମାନ ପ୍ରାୟତଃ ସବୁ ଦେଶରେ ରହିଛନ୍ତି ।ଏମାନେ ନିଜର କଟରପନ୍ଥି ବିଚାରଧାରାକୁ ପ୍ରସାର କରିବା ଚେଷ୍ଟାରେ ସବୁବେଳେ ଥାଆନ୍ତି ।କିନ୍ତୁ ଆମର ସନାତନ ଧର୍ମର କଥା କିଛି ଅଲଗା ।ଏହାର ଚର୍ଚ୍ଚା ଆଜି ପ୍ରାୟ ଦୁନିଆର ସବୁ ଦେଶରେ ରହିଛି ।ସାଉଦି ଆରବ ଭଳି ଦେଶରେ ହିନ୍ଦୁ ମନ୍ଦିର ବନାଯାଉଛି ।ତେବେ ଆଜି ଆମେ ଆପଣଙ୍କୁ ସେହି ମୁସଲିମ ଦେଶମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ଦେଶରେ ମୁସଲମାନମାନେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରୁଛନ୍ତି ।ଆମର ପୂର୍ବଜମାନେ ଅନେକ ପ୍ରମାଣ ଦେଇଛନ୍ତି ଯେ, ହଜାର ହଜାର ବର୍ଷ ପୂର୍ବେ ଦୁନିଆରେ କେବଳ ଗୋଟିଏ ହିଁ ଧର୍ମ ଥିଲା ।ତାହା ହେଉଛି ସନାତନ ଧର୍ମ । ଯାହାର ଜ୍ଞାନ ଆମକୁ ଗୀତାଏବଂ ଅନ୍ୟାନ୍ୟ ଧାର୍ମିକ ଗ୍ରନ୍ଥରୁ ମିଳିଥାଏ ।</h3> <img class="wp-image-27968 aligncenter" src="https://nnsodia.com/wp-content/uploads/2024/05/g13-300x200.jpg" alt="" width="521" height="347" /> <h3>ତେବେ ଏମିତି ଅନେକ ମୁସଲିମ ଦେଶ ରହିଛି, ଯେଉଁଠାରେ ହିନ୍ଦୁ ଦେବୀ ଦେବତାଙ୍କ ପୂଜା କରାଯାଉଛି ।ସେହି ଦେଶମାନଙ୍କ ମଧ୍ୟରେ ଇଣ୍ଡୋନେସିଆ ଓ ଉଜବେକିସ୍ତାନ ମଧ୍ୟ ସାମିଲ ଅଛି ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଉଜବେକିସ୍ଥାନରେ ଏବେ ବି ଭଗବାନ ଶ୍ରୀକୃଷ୍ଣଙ୍କୁ ଆରାଧ୍ୟ ଦେବତା ଭାବେ ପୂଜା କରାଯାଏ ।ଉଜବେକିସ୍ଥାନର ଇତିହାସ ପଢିଲେ ସନାତନ ଧର୍ମକୁ ନେଇ ଅନେକ ସୂଚନା ମିଳିଥାଏ ।ଏହା ରଖିଭା ସହରରେ ଆଜି ବି ହଜାରେ ବର୍ଷ ପୁରୁଣା ସଂସ୍କୃତିର ପ୍ରମାଣ ଦେଖିବାକୁ ମିଳେ ।ଏଠାକାର ଲୋକେ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜର ଆରାଧ୍ୟ ଦେବତା ମାନିଥାନ୍ତି ।ଏଠାକାର ଘର ନିର୍ମାଣ ପଦ୍ଧତି ହିନ୍ଦୁ ଧର୍ମର ଗୃହ ନିର୍ମାଣ ପଦ୍ଧତି ସହ ସମାନ ।ଯେଉଁଠି ଗୋଟିଏ ଘରର କବାଟ ଅନ୍ୟ ଏକ ଘରର ଦାଣ୍ଡ ଆଡକୁ ରହିଛି ।ଯାହାଫଳରେ ପରସ୍ପର ମଧ୍ୟରେ ସମ୍ପର୍କ ଭଲ ରହିବ ।ଏବଂ ଭାଇଚାରା ରହିବ ।ସନାତନ ଧର୍ମ ଭଳି ଏଠାରେ ମଧ୍ୟ ଲୋକେ ବୃକ୍ଷଲତାଙ୍କର ପୂଜା କରିଥାନ୍ତି ।ପୁରାଣତତ୍ୱବିତମାନଙ୍କ କହିବାମୁତାବକ, ଏହି ସହର ଷଷ୍ଠ ଶତାବ୍ଦୀରେ ମଧ୍ୟ ଏଠାରେ ରହିଥିଲା ।ତେଣୁ ଏଥିରୁ ଜଣାପଡେ ଯେ, ହିନ୍ଦୁ ଧର୍ମ ବାସ୍ତବରେ ହଜାରେ ବର୍ଷ ପୁରୁଣା ।</h3>