ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଜାରୀ
ସାରା ରାଜ୍ୟରୁ ସପ୍ତାହାନ୍ତ ସଟଡାଉନ ପ୍ରତ୍ୟାହାର
ପୌରାଞ୍ଚଳରେ ରାତି ୧୦ ରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ
ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସମାବେଶ ଉପରେ କଟକଣା
ବିବାହ ଓ ଅନ୍ତେଷ୍ଟି କ୍ରିୟାରେ ୨୫୦ ଜଣ ଲୋକଙ୍କୁ ସାମିଲ ଅନୁମତି
ବିବାହ ଶୋଭାଯାତ୍ରାରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ
ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ କଟକଣା ଜାରି ରହିବ
ସେପ୍ଟମ୍ବର ୯ ମଧ୍ୟରେ ପୂଜା ପାଇଁ ଆସିବ ସ୍ୱତନ୍ତ୍ର ଗାଇଡଲାଇନ
#september #NewCovidGuideline#NNSODIA