ଅନେକ ସମୟରେ ଦେଖିବାକୁ ମିଳେ ଘରର ଅନାବଶ୍ୟକ ଜିନିଷ କୁ ଆମେ ବାହାରେ ଫୋଫାଡି ଦେଇଥାଉ .. ଘରେ କୌଣସି ଗଛ ଲଗାଇବାକୁ ଖତ ର ଆବଶ୍ୟକତା ରହିଥାଏ । ହେଲେ ହାତ ପାହାନ୍ତାରେ ଥିବା ଜିନିଷ କୁ ଆମ ଅଣଦେଖା କରି ସବୁ କିଛି ନଷ୍ଟ କରି ଦେଉଛେ.,. ଆଜିକା ଆଧୁନିକ ଯୁଗରେ ଆଉ ଆଗ ଭଳି ଲୋକେ ଖତ ନିଜ ଘରେ ବାହାର କରୁନାହାନ୍ତି .,. ତେବେ ନିଜ ବଗିଚାରେ ଗଛ ଲଗାଇବା ପାଇଁ ଖତ ତ ବହୁ ଦରକାର ଅଛି ,. କାରଣ ଗଛ କୁ ଭଲ ଭାବେ ବଢିବା ପାଇଁ ସାହାର୍ଯ୍ୟ କରିଥାଏ ,.., ହେଲେ ଆଜିକା ଦିନରେ ଗଛକୁ ଯଲଦି ବଢିବା ପାଇଁ ବିଭିନ୍ନ କୀଟନାଶକ ସାର ର ବ୍ୟବହାର କରିବା ଦ୍ୱାରା ତାହା ଆମ ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ସେଥିପାଇଁ ଆସିଛି ଏକ ଅଭିନବ ଉପାୟ …, ବା ଦେଶୀ ଯୁଗାଡ |
ହଁ ଆଞା ନିଜ ଘରେ ହିଁ ବନାଇପାରିବେ ସହଜ ଉପାୟ ରେ ଖତ ତିଆରି .., ନିଜ କିଚନରେ ସାତ ଦିନରେ ମିଳିବ ଅରଗାନିକ ଖତ ,. ଆଉ ବିନା ଦ୍ୱିଧା ଆଉ ବିନା ଦୁଗନ୍ଧ ରେ ସେମିତି କରି ଦେଖାଇଛନ୍ତି ୨୬ ବର୍ଷର ପାବନୀ ଲେଲା |
ହାଇଦ୍ରାବାଦର ପାବନି ନିଜ କଲେଜର ଗ୍ରୀନ କ୍ଲବ ଚେୟାର ପରସନ ରହିଥିଲେ .., ଯେଉଁଥିରେ ସେ ଅନେକ ଗ୍ରୀନ ପ୍ରୋଜେକ୍ଟ ର ସାମିଲ ହୋଇପାରିଥିଲେ ,. ସେହି ସମୟରେ ସେ ଦେଖିଥିଲେ ଘରର ଓଦା ଅଳିଆ ଓଶୁଖିଲା ଅଳିଆ କୁ ବାହାରେ ଫୋପାଡି ଦେଇଥାନ୍ତି । ସେ ସବୁ ରେ ନିଜର ଟିମ ସହ ଏକ ରିସର୍ଚ୍ଚ କରି ଦେଖିଲେ ଯେ .., ୬୫ ରୁ ୭୦ ପ୍ରତିଶତ ଘରେ ଅନାବଶ୍ୟକ ଅଳିଆ ର ରିସାଇକେଲ କରି ହୋଇପାରୁଛି ଖତ .., ସେହି ସମୟରେ ତାଙ୍କ ମୁଣ୍ଡକୁ କମ୍ପୋଷ୍ଟର ତିଆରି କରିବାର ଆଇଡିଆ ଆସିଥିଲା ,.,ରୋଟେଡେ୍ ଜର୍ ରେ ଗୋଟିଏ ଛୋଟ କମୋଷ୍ଟର ସହ ମିସିଙ୍ଗ ପାଉଡର ଏବଂ ବାକି ଜରୁରୀ ଜିନିଷ ମିସିନ ସହ ଆସିଥାଏ ।
ଛୋଟ ପରିବାର ଏବଂ କମ ଯାଗାରେ ଏହି ମିସନର ବ୍ୟବହାର କରାଯାଇପାରିବ ଆଉ ଓଦା ଅଳିଆ କୁ ମାତ୍ର ୭ ଦିନ ରେ ଖତ ବନାଇଦେଇଥାଏ ,., ଏବେ ଏହି ମିସନ ପାବନି ଷ୍ଟାଅପ ଭାପରା ଜରିୟାରେ ଦେଶ ସାରା ବିକ୍ରି କରୁଛନ୍ତି . ୨୦୨୦ ନଭେମ୍ବର ମାର୍କେଟ କୁ ଆସିଥିବା ଏହି ପ୍ରଡକ୍ଟ ଏବେ ପର୍ଯ୍ୟାନ୍ତ ୬୦୦୦ ରୁ ଅଧିକ କମୋଷ୍ଟର ବିକ୍ରି କରିସାରିଛନ୍ତି ।
https://fb.watch/sghsOFoim-/