ଗ୍ୟାସ କଳାବଜାର ଯୋଗୁଁ ମହିଳାଙ୍କ ହୋହାଲ୍ଲା ।କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ବାଲିକସୋଟି ଗ୍ରାମର କିଛି ମହିଳା ମାନେ ଚାରି ବର୍ଷ ହେଲା ଉଜାଲା ଗ୍ୟାସ ଆପ୍ଲାଏ କରିଥିଲେ ମଧ୍ୟ ଗ୍ୟାସ ପାଇ ନାହାଁନ୍ତି । କିନ୍ତୁ ଅଲଗା ଜାଗାରେ ସେମାନେ ଆପ୍ଲାଏ କରିପାରୁ ନାହିଁନ୍ତି ।କାରଣ ମେହେନ୍ଦି ନଗର ଶଦାଇ ଇଣ୍ଡେନ ଗ୍ରାମିଣ ବିତରକ କାର୍ଯ୍ୟଳୟ ରେ ସେମାନଙ୍କ ନାମ ଅଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ମହିଳାଙ୍କର ନାଁ ଅଛି ତେବେ ତାଙ୍କୁ କାହିଁ କି ଗ୍ୟାସ ଦିଆ ଯାଇ ନାହିଁ ?? ଯଦି ଜଣଙ୍କ ଏତେଟା ହଡ଼ପ ହୋଇଛି।ଏନେଇ କେବେ ପ୍ରଶାସନ ସଜାଗ ହେଉଚି ତାହା ଦେଖିବାକୁ ବାକି ରହିଲା ।