କରୋନାରେ ମୃତ୍ୟୁ ବରଣ କରିଥିବା ଭୋଗରାଇ ବ୍ଲକ ନିମ।ତପୁର ଗ୍ରାମର ଦମ୍ଫତ୍ତି ପରିବାରକୁ ଆଜି ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ 10 ,000 ହଜାର ଟଙ୍କା ସହିତ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ତୁରନ୍ତ କିପରି ମିଳିପାରିବ ସେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ପୂର୍ବରୁ ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ ଯୋଜନାରେ ସାହାଯ୍ୟ ର ହାତ ବଢ଼ାଇଲେ। ।