ତିର୍ତୋଲ ବ୍ଲକ କନିମୂଳ ପନ୍ଚାୟତର ନାରିଜଙ୍ଗ ସ୍କୁଲପାଖରେ ଥିବା କନିମୂଳ ଗ୍ରାମ୍ୟ ସମୂହ ପାନୀୟ ଜଳଯୋଗାଣ ପ୍ରକଳ୍ପ ପମ୍ପଘର ପାଲିଟିଛି ଭୂତକୋଠି . କାରଣ କନିମୂଳ ପନ୍ଚାୟତରେ ବଡ ବଡ ନେତା ଅଛନ୍ତି କାଯ୍ୟକାରିତା ପାଇଁ ହେଲେ ସେମାନକଂର କାମ ସୁନୁ. ଏକଥା ଆମେ କହୁନୁ
ଭଲକରି ଦେଖନ୍ତୁ ଏହି ଭିଜୁଆଲକୁ ସୂଚନା ଥାଉକି ଏହି ନାରିଜଙ୍ଗ ସ୍କୁଲପାଖ ପମ୍ପହାଉସ ରେ ଅପରେଟର ଓ ହେଲପଂର ପୋଷ୍ଟି ଅଛନ୍ତି କିନ୍ତୁ ସେମାନକଂର ଦେଖାନାହିଁ. କିନ୍ତୁ ଜଣେ ଦୋକାନି ହାତରେ ପମ୍ପଘର ଚାବି ସେ ପୁଣି ମନମୁଖି ପମ୍ପ ହାଉସ ଚାବି ଖୋଲି ପମ୍ପଚଲାଉଛି ତ ଅ୍ଧମ କେତେବେଳେ ବନ୍ଦକରୁଛି ତା ମନମୁତାବକ. ଏଠି ପ୍ରଶ୍ନ ଉଠୁଚି ଜଣେ ପ୍ରାଇଭେଟ ଲୋକ ହାତରେ ସରକାରୀ ପମ୍ପହାଉସ ତାଭିତରେ ହଜାର ହଜାର ଟକାଂର ସରକାରୀ ଜିନିଷ ମଟର ଅଛି ବିନାଟ୍ରେନିଙ୍ଗରେ ଅପରେଟିଙ୍ଗ କରିବା ପାଇଁ. ହେଲେ ତାକୁ ଏହି ଦାୟିତ୍ୱ ଦେଲାକିଏ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି. ବର୍ଷ ବର୍ଷ ଧରି ଏହି ପନ୍ଚାୟତରେ ପମ୍ପଅପରେଟର ଓ ହେଲପଂର ଦେଖାନଥିବାରୁ ଯାହାପଂଳରେ ପାଖଆଖ ଗ୍ରାମକୁ ଜାଉଥିବା ସପ୍ଲାଏପାଣି ପାଇପ୍ କେଉଠି ପାଠି ରାସ୍ତାଘାଟରେ ପାଣିବାହାରୁଚିତ କେଉଁଠି ପାଇପ୍ ପାଂଟି ବିଲରେ ପସିଲାଣି ବିଭିନ୍ନ ଯାଗାରେ ଅବବ୍ୟସ୍ତା ଦେଖିବାକୁ ମିଳିଥିବାବେଳେ ଗ୍ରାମର ବିଭିନ୍ନ ଯାଗାରେ ଥିବା ସିଡୁଲ୍ ରେ ଟ୍ୟାପନାହିଁ ଜାହାପଂଳରେ ପାନୀୟଜଳ ଅପବ୍ୟୟ ହେଉଛି ପାଣି ଦଳଗଡିଆରେ ପସୁଛି.ପାଇପ ପାଂଟିଜିବା ପଂଳରେ ଲୋକମାନେ ସ୍ୱଛ ପାନୀୟ ଜଳ ପାଇପାରୁନାହାନ୍ତି କର୍ମଚାରୀକଂ ଅବହେଳା ଓ ରକ୍ଷଣବେକ୍ଷଣ ଅଭାବରୁ. ରାଜ୍ୟସରକାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବିଭିନ୍ନ ଯୋଜନା ମାନ କରିଛନ୍ତି ଏ ପନ୍ଚାୟତରେ ଏହାର ସୁପଂଳ ମିଳିପାରୁନି. ପାନୀୟଜଳ ଯୋଗାଣ ପନ୍ଚାୟତ ଅଧିନରେ କିନ୍ତୁ କାଯ୍ୟକାରିତା କନିମୂଳ ପନ୍ଚାତୟରେ ଶୂନ. ଦାଇତ୍ୱ ଅବହେଳା କରୁଥିବା କର୍ମଚାରିକଂ ପ୍ରତି ପନ୍ଚାୟତିରାଜ ଓ ପାନୀୟଜଳଯୋଗାଣ ବିଭାଗ ତିର୍ତୋଲର କନିଷ୍ଠଯନ୍ତ୍ରୀ ସ୍ୱାଗତିକା ସ୍ୱାଇଁ କି ପଦକ୍ଷେପ ନେଉଚନ୍ତି ତାହା ଦେଖିବାକୁ ବାକିରହିଲା.