ଆଜି ସକାଳ ୫:୪୩ରେ ଇସ୍ରୋର GSLV-F10 / EOS-03 ସାଟେଲାଇଟ୍ ମିଶନ ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ୍ ସ୍ପେସ ସେଣ୍ଟର ଆରମ୍ଭ ହୋଇଥିଲା । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ପ୍ରଦର୍ଶନ ସ୍ୱାଭାବିକ ଥିଲା | ଭାରତ ଏହାର ସବୁଠାରୁ ଆଧୁନିକ ଭୂ-ଇମେଜିଙ୍ଗ ଉପଗ୍ରହ (ଜି-ସାର୍ଟ ୧)ର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସଫଳତା ସହ ଉତକ୍ଷେପଣ କରିଥିଲା । କିନ୍ତୁ କ୍ରାୟୋଜେନିକ୍ ପର୍ଯ୍ୟାୟରେ ଦେଖାଯାଇଥିବା ଏକ ବୈଷୟିକ ତ୍ରୁଟି କାରଣରୁ ଇସ୍ରୋ ର GSLV-F10 / EOS-03 ମିଶନ୍ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇପାରିଲା ନଥିବା ପ୍ରକାଶ କରିଛନ୍ତି ଇସ୍ରୋ ଚେୟାରମ୍ୟାନ୍ ଡ଼. କେ ସିଭାନ୍
#ISRO #GSLVF10 #E0S03 #SDSC #KSivan #NNSODIA