<h3>ସକାଳୁ ସନ୍ଧ୍ୟାରେ ଚଣା ଖାଇବାକୁ ଅନେକ ଲୋକେ ପସନ୍ଦ କରିଥାନ୍ତି ..କମ୍ ଖର୍ଚ୍ଚ ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାକୁ ଜଳଖିଆ ରୂପେ ବହୁଳ ଭାବେ ବ୍ୟବହାର କରାଯାଇଥାଏ,., ଚଣା ଖାଇବାକୁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ବି ବେଶ ଉପକାରୀ .., ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ସହ ଫୋଲେଟ୍ ଏବଂ ଆଇରନ , କ୍ୟାଲସିୟମ , ପଟାସିୟମ ଏବଂ ଫାଇବର ମଧ୍ୟ ରହିଥାଏ । ଯାହା ପାଇଁ ଅନେକ ଲୋକେ ଏହି ଚଣାର ଚୋପାକୁ ନଖାଇ ଫୋଫାଡି ଦିଅନ୍ତି |</h3> <img class="wp-image-27993 aligncenter" src="https://nnsodia.com/wp-content/uploads/2024/05/bsk16-300x77.jpg" alt="" width="495" height="127" /> <h3>ଅସଲରେ ଚଣାର ଚୋପାରେ ମଧ୍ୟ ବହୁ ଚମତ୍କାରୀ ଗୁଣ ରହିଛି ,.,. ଭଜା ଚଣା ଚୋପା ସହ ଖାଇଲେ ଏହା ପେଟ ଜଲଦି ଭରି ଦେଇଥାଏ ଏବଂ ଏହା ସହ ଶୀଘ୍ର ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।ଚଣା ଚୋପା ସହିତ ଭଜାଚଣା ଖାଇବା ଦ୍ୱାରା ହୃଦଯନ୍ତ୍ର ପାଇଁ ମଧ୍ୟ ଉପକାରୀ ଅଟେ ,.,. ଏହି ଚଣା ଖାଇବା ଦ୍ୱାରା ମଧୁମେହରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଭଲ ହୋଇଥାଏ ,.,. ଏଥିରେ ଥିବା ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ୍ ଶର୍କରା ନିୟନ୍ତ୍ରଣ ରେ ବି ସହାୟକ ହୋଇଥାଏ -ଏଥିରେ ଲୌହ ପରିମାଣ ଅଧିକ ଥିବାରୁ ଶରୀରର ରକ୍ତ ଅଭାବ ସମସ୍ୟା ମଧ୍ୟ ଦୂର କରିପାରେ |</h3>