ଭୁବନେଶ୍ବର : ଚଳିତ ଶିକ୍ଷାବର୍ଷରେ ମଧ୍ୟ ଶତକଡା ୩୦ ପ୍ରତିଶତ ସିଲାବସ ହ୍ରାସ କରାଯିବ ବୋଲି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏଥର ମଧ୍ୟ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ହ୍ରାସ କରାଯିବ । ତେବେ ସ୍କୁଲ ଖୋଲିବା ଲାଗି କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନି । ବର୍ତ୍ତମାନ ଅନଲାଇନରେ କ୍ଲାସ ଜାରି ରହିବ । ଅନଲାଇନ କ୍ଲାସ ସବୁ ଜିଲ୍ଲାରେ କାର୍ୟ୍ୟକାରୀ ହୋଇପାରୁନଥିବାରୁ ସିଲାବସ ହ୍ରାସ କରିବା ଲାଗି ।