<h3>ଆଜିକା ଦିନମାନଙ୍କରେ ଚାଷ କରିବା ନିଜ ବିଲ ବାଡିରେ ଫଳ ଫୁଲ ପନିପରିବା ଗଛ ଲଗାଇବା ଏକ ପ୍ରକାର ସ୍ୱପ୍ନ ଭଳି ଲାଗିଲାଣି ,., ଦିନ ଥିଲା ଗାଁର ପ୍ରତ୍ୟେକ ଘରେ କିଛି ପନିପରିବା ଗଛ ଲଗାଯାଉଥିଲା ,.,. ଯେଉଁଥିରେ ପ୍ରତ୍ୟେକ ଦିନ ବଜାର କୁ ଯିବାକୁ ପଡୁନଥିଲା ,., ସେହିଭଳି ସହର ମାନଙ୍କରେ ବି ସେମିତି ନିଜ ଘର ପଛ ବଗିଚା., ଆଉ ଛାତ ଉପରେ ଚାଷ କାମ କରି ନିଜର ଆବଶ୍ୟକତା ଜିନିଷ ପୂରଣ ହୋଇପାରୁଥିଲା .., ଏବେ ଯୁଗ ସହ ଲୋକବି ବହୁ ବ୍ୟସ୍ତ ରହୁଛନ୍ତି .. ଅନେକ ଙ୍କ ପାଖରେ ଚାଷ କରିବା ପାଇଁ ଜମି ଖଟେ ବି ନାହି । ତେବେ କମ ଖର୍ଚ୍ଚ ରେ କେମିତି ଦେଶୀ ଯୁଗାଡେ କରି କମ ଜାଗା ରେ ପନିପରିବା ଚାଷ କରାଯାଇପାରିବ ଆସନ୍ତୁ ଜାଣିବା . .. ଏହିଭଳି ପ୍ରୟାସ କରିଛନ୍ତି .. ମାଳି କାମ କରୁଥବା ମିଥିଲେସ କୁମାର ସିଂହ ଓ ସୁନିତା ପ୍ରସାଦ ତିଆରି କରିଛନ୍ତି ଯେ କେମିତି ଗୋଟିଏ ଛୋଟ ଜାଗାରେ କେମିତି ହେବ ପନିପରିବା ଚାଷ .., ଏଥିପାଇଁ ପିଭିସି ପାଇପକୁ ବ୍ୟବହାର କରି ଘରେ ଛୋଟ ଛୋଟ ବଗିଚା ତିଆରି କରିଛନ୍ତି । ଅନେକ ସମୟରେ ଦେଖିବାକୁ ମିଳେ ସହରରେ ରହୁଥିବା ଲୋକଙ୍କ ପାଖରେ କମ ଜମି ରହିଥାଏ ସେଥିପାଇଁ କିଛି ଗଛ ଲଗାଇପାରନ୍ତି ନାହିଁ । ହେଲେ ଉତ୍ତରପ୍ରଦେଶ ର ମିଥିଲେସ କୁମାର ସିଂହ ଏବଂ ବିହାର ର ସୁନିତା ପ୍ରସାଦ ଏହି ସବୁ ସମସ୍ୟା ର ସମାଧାନ କରିଛନ୍ତି .., ତାହା ବି ସହରରେ ଯେଉଁଥିରେ . .ଲଙ୍କା , ଧନିଆଁ.., ଟମାଟର .., ବାଇଗଣ , ଭେଣ୍ଡି , ମଟର ., କଲରା କୁ ସଫଳତାପୂର୍ବକ ଚାଷ କରିପାରିଛନ୍ତି । ଏହାଭିତରେ ସୁନିତା ମଧ୍ୟ ଘର ବଗିଚାରେ ଚାଷ କରି ସଫଳତା ପାଇଁଛନ୍ତି । ସୁନିତା ବି ପିଭିିସି ପାଇପ କୁ ବ୍ୟବହାର କରି ୫ କିଲୋ ର ପନିପରିବା ପ୍ରତି ସପ୍ତାହ ରେ ପାଇପାରୁଛନ୍ତି । ଏହାରି ଭିତରେ ମିଥିଲେସ କହିଛନ୍ତି କି ପିଭିସି ପାଇପ କୁ ବ୍ୟବହାର କରିବା ସହ ନିଜର ଟଙ୍କା ବି ବଞ୍ଚାଇପାରିବେ ।ଏଥିପାଇଁ ଏକ ପାଞ୍ଚଫୁଟର ଲମ୍ବା ପାଇପ ନିଅନ୍ତୁ ଆଉ ନିଜ ପାଖରେ ଥିବା ଗଛ କି ମଞ୍ଜି ର ସଂଖ୍ୟା ଅନୁସାରେ ପାଇପ କୁ ଗୋଟେ ସାଇଟ ରୁ କାଟି ଦିଅନ୍ତୁ .., ପାଇପ କୁ ଅଧିକ ଛିଦ୍ର କରନ୍ତୁ ନାହିଁ .., ଗୋଟିଏ ପଟରେ ପାଇପ କୁ କାଟି ୧୮ ଇଞ୍ଚର ଦୂରତା ରଖନ୍ତିୁ... ଆଉ ଅନ୍ୟ ପଟରେ ୯ ଇଞ୍ଚର ଦୁରତା ରଖନ୍ତ ସବୁ ମିଶିକି ଛଅ ଫୁଟର ପାଇପରେ ପାଞ୍ଚ ସମାନ ଦୁରତା ରହିବା ଜରୁରି ଯଦି ପାଇପରେ ଅନ୍ୟ କିଛି ଛିନ୍ଦ୍ର ଦେଖାଯାଏ ତେବେ ମାଟି ଦେଇ ସେସବୁକୁ ବନ୍ଦ କରିଦିଅନ୍ତୁ । ଗଛରେ ପାଣି ଦେଲା ବେଳେ ଅଧିକ ଫ୍ଲୋ ହେଲେ ବ୍ଲାକ ଟେପ ଲଗାଇବାକୁ ଭୁଲନ୍ତୁ ନାହିଁ ପାଇପକୁ ତିନି ଚତୁର୍ଥାଂଶ ଭାଗ ମାଟିରେ ଭରି ଦେଇ ସେଥିରେ ମଞ୍ଜି କିମ୍ବା ଚାରା ଲଗାଇଦିଅନ୍ତୁ .., ମାଟିରେ ଖତ କିମ୍ବା କିଛି ଜୈବିକ ସାର କୁ ଗଛର ମୂଲରେ ଦିଅନ୍ତୁ । ମାଟି ମଝିରେ ଗୋଟିଏ ଛିନ୍ଦ୍ର କରି ବାଲି ଭରିଦିଅନ୍ତୁ । ଭରିଥିବା ବାଲିରେ ପାଣି ଢାଳନ୍ତୁ ଯେମିତି ତଳ ପର୍ଯ୍ୟାନ୍ତ ପାଣି ଯାଇପାରିବ ,. ପରେ ତିନି ବର୍ଷ ପଯ୍ୟାନ୍ତ ମାଟିକୁ ବଦଳାଇବାକୁ ପଡେ ନାହିଁ । ସେହି ମାଟିରେ ଗାତ କରି ଅନ୍ୟ ଗଛ କିମ୍ବା ମଞ୍ଜି ପୋତି ପାରିବେ । ଗଛରେ କୀଟପତଙ୍କ ଠାରୁ ବଞ୍ଚାଇବାକୁ ନିମ ପାଣିର ବ୍ୟବହାର କରିପାରିବେ । ଦୁଇ କି ପାଞ୍ଚ ଫୁଟର ପିଭିସି ପାଇପରେ ବଗିଚା କରିବା ପାଇଁ ଆପଣଙ୍କୁ ଅତି କମରେ ୧୦୦୦ ଟଙ୍କା ଖର୍ଚ୍ଚ ଆସିଥାଏ ଆଉ ଏମିତି ସେଟଅପ ରେ ଆପଣ ପାଞ୍ଚ ରୁ ଚାରି ପ୍ରକାର ପନିପରିବା ଚାଷ କରିପାରିବ ବଜାରେ ଅତି କମ ଟଙ୍କା ରେ ପିଭିସି କମ ଟଙ୍କାରେ ମିଳିଯାଇଥାଏ ।ଆଉ ବହୁତ କମ ଜାଗା ଏଥିପାଇଁ ଆବଶ୍ୟକ ପଡେ କି କଷ୍ଟ କରି ସେଟଅପ ବି କରିବାକୁ ପଡିନଥାଏ ପ୍ରଭାବଶାଳୀ ମାଳି ପିଭିସି ପାଇପ ବ୍ୟବହାର କରି କେମିତି ସଫଳତା ପାଇଁଁଁଁଛନ୍ତି ତ ଦେଖିଲେ ଆପଣମାନେ ମଧ୍ୟ ଏହିଭଳି ଉପାୟକୁ ଆପଣାଇ ଏମିତି କମ ଟଙ୍କାରେ ଆଉ କମ ଯାଗାରେ ପନିପରିବା ଚାଷ କରି ନିଜର ଟଙ୍କା କୁ ବଞ୍ଚାଇପାରିବେ</h3> <h3></h3> <h3></h3> <h3></h3>