ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ପଶାସିଂ ଗ୍ରାମ ଜଙ୍ଗଲ ରେ ଜଣେ ମଲାର ସମ୍ପଦାୟ ର ଜଣେ ଆଦିବାସୀ ମହିଳା ଆଜି ଜାଳ କାଠ ପାଇଁ ଜଙ୍ଗଲ କୁ ଯାଇଥିବା ବେଳେ ଏକ ବଣୁଆ ଦନ୍ତା ହାତୀ ତାଙ୍କୁ କଚାଡି ମାରି ଦେଇଛି। ମୃତକ ମହିଳା ଜଣକ ଚିନା ପଧାନ ସେହି ଗ୍ରାମରେ ଏକ ଝୁମ୍ପୁଡ଼ି ଘରେ ରହି ମହୁ ସଂଗ୍ରହ କରି ଜୀବନ କଟାଇଥିଲେ। ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।