ସରକାରଙ୍କର ଗରିବଙ୍କ ଙ୍କ ପାଇଁ ଅନେକ ଗରୀବ କଲ୍ୟାଣ ଯୋଜନା ହେଇଛି। ସେଥି ମଧ୍ୟରୁ ହରିଶ୍ଚନ୍ଦ୍ର ଯୋଜନା ଅନ୍ୟତମ। ଆମେ କହୁଛୁ ବାଲେଶ୍ବର ଜିଲ୍ଳା ଜଳେଶ୍ଵର ବ୍ଳକ୍ ର ଖୁଆଡ ପଂଚାୟତ ର କଥା। RTI ର ତଥ୍ୟ13 ଜଣ ଲୋକଙ୍କ ନାମରେ ହରିଶ ଚନ୍ଦ୍ର ଯୋଜନ ରେ ଘଟାଲା । କାପୁରା ହାଁସଦା ଆଜି ମଧ୍ୟ ଜୀବିତ । କିନ୍ତୁ RTI ତଥ୍ୟ ଅନୁସାରେ ସେ ମୃତ ଏବଂ ତାଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନା ରେ ଟଙ୍କା ଉଠାଣ ହେଇଛି । ସରପଞ୍ଚ କୁ ପଚାରିବାରୁ ସେ ବିଡିଓ ନାମ କହି ନିଜ ମୁଣ୍ଡରେ ଥିବା ଦୋଷ କୁ ଖସେଇବାପାଇଁ ଚେଷ୍ଟା କରୁଛନ୍ତି। ପଂଚାୟତ ର ପିଇଅ ସାର୍ ଙ୍କୁ ମଧ୍ୟ ପଚାରିଥିଲେ ସେ କହିଥିଲେ ଏ ସବୁ ସମ୍ପୂର୍ଣ୍ଣ ମିଥ୍ୟା।କିନ୍ତୁ ସାଧାରଣ ରେ ପ୍ରଶ୍ନ ଉଠୁଛି କି ସରପଞ୍ଚ ଏଵଂ ପିଇଓ ଙ୍କ ମିଳିତ ସହାୟତାରେ ଅନେକ ଦିନରୁ ଚାଲି ଆସିଛି।ଅନେକ ଯୋଜନା ଘଟାଲ ହେଉଛି। ସବୁ ଜାଣିଶୁଣି ପ୍ରଶାସନ ନୀରବ ଦ୍ରଷ୍ଟା ସାଜିିଛି। ଦେଖି ବାକୁ ବାକି ରହିଲା ସରକାର ଏ ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି।