ପେଟ୍ରୋଲିୟମ୍ ପଦାର୍ଥକୁ ଜିଏସ୍ଟିରେ ସାମିଲ୍ କରିବା ସହଜ ନୁହେଁ, ଏବେ ଜିଏସ୍ଟିରେ ଅନ୍ତର୍ଭୁକ୍ତ କରାଯିବାର ସମୟ ଆସିନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଜିଏସ୍ଟି ପରିଷଦର ୪୫ ତମ ବୈଠକରେ ପ୍ରକାଶ କରିଛନ୍ତି । ରାଜ୍ୟମାନଙ୍କର ରାଜସ୍ୱ ସଂଗ୍ରହରେ ଯେପରି କୌଣସି କ୍ଷତି ନହେଉ ତାକୁ ନଜରରେ ରଖି ଯେପରି ଏହି ନିଷ୍ପତ୍ତି ନିଆ ଯାଇଛି । କରିବା ପରିଷଦର ଏହି ନିର୍ଣ୍ଣୟକୁ କେରଳ ହାଇକୋର୍ଟକୁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି । । କରୋନା ମହାମାରୀ ପରେ ପ୍ରଥମଥର ପାଇଁ ଲକ୍ଷ୍ନୌଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।