ଖବରକାଗଜରେ ତିଆରି କାଲେ ଗଣେଷ ମୂର୍ତ୍ତି
ସୂର୍ଯ୍ୟକାନ୍ତ ଦାସ ଠିକଣା:- ଦତ୍ତତୋଟା, ଜଗନ୍ନାଥ ଲେନ୍, ପୁରୀ ମୁଁ ଏହି ମୂର୍ତ୍ତି ପବିତ୍ର ଗଣେଶ ପୂଜା ଉପଲକ୍ଷେ କରିଅଛି। ଏହି ମୂର୍ତ୍ତି କୁ ଗଢିବା ପାଇଁ ମୋତେ 2 ଦିନ ସମୟ ଲାଗିଛି। ଏହି ମୂର୍ତ୍ତିରେ ମୁଁ 3 ଦିସ୍ତା ଅଦରକାରୀ ଖବରକାଗଜ, ମଇଦା ଅଠା ଏବଂ କଲର୍ ବ୍ଯବହାର କରିଅଛି। ଏହି ମୂର୍ତ୍ତିର ଉଚ୍ଚତା ପ୍ରାୟ 1 ଫୁଟ 5 ଇଞ୍ଚ। ବିଘ୍ନହର୍ତ୍ତା ଗଣେଶଙ୍କ ପାଖରେ ଆମେ ଏହି ପ୍ରାର୍ଥନା କରିବା ଯେ ଏହି କୋରୋନା ନାମକ ମହାମାରୀକୁ ସମଗ୍ର ବିଶ୍ବରୁ ଦୂରୀଭୂତ କରି ଦିଅନ୍ତୁ ଏବଂ ସମଗ୍ର ବିଶ୍ବ ବାସୀଙ୍କ ଜୀବନରେ ସୁଖ ଶାନ୍ତି ପୂର୍ବ ଭଳି ପ୍ରଦାନ କରି ଦିଅନ୍ତୁ।