प्रात: स्मरामि गणनाथमनाथबन्धुं सिन्दूरपूरपरिशोभितगण्डयुग्मम् । उद्दण्डविघ्नपरिखण्डनचण्डदण्ड – माखण्डलादिसुरनायकवृन्दवन्द्यम् ।। ଏନଏନଏସ ଓଡ଼ିଆ ତରଫରୁ ପବିତ୍ର ଗଣେଷ ପୂଜାର ଅଭିନନ୍ଦନ ଓ ଶୁଭେଛା। ବିଘ୍ନହର୍ତ୍ତାଙ୍କ ଅପାର କରୁଣାରୁ ଆପଣଙ୍କ ଜୀବନ ସୁଖମୟ ହେଉ। #ଗଣେଷ_ପୂଜା #GaneshChaturthi