ପାର୍ବଣରେ ଭିଡ଼ ଉପରେ ନଜର ରଖିବେ ରାଜ୍ୟ ସରକାର,ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା-ଗାଇଡ୍ଲାଇନ୍ ପାଳନ କରିବାକୁ ଗୃହ ବିଭାଗ ଗୁରୁତ୍ୱ ଦେଇଛି। ଶପିଂ ମଲ୍ରେ ଭିଡ଼ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ରହିବେ। ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ,ମାଇକ୍ରୋ କଣ୍ଟେନମେଣ୍ଟ କରାଯିବ