ସାରା ଦେଶରେ କୃଷକ ଆନ୍ଦୋଳନ ଓ ବିକ୍ଷୋଭ ଜୋର ଧରିଛି l ଚାଷୀଙ୍କୁ ଉଚିତ ନ୍ୟାୟ ଦାବି କରି ଚାଷୀ ସଙ୍ଗଠନ ଲଗାତାର ସରକାରଙ୍କ ପୁଞ୍ଜିବାଦୀ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି l ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଫତେପୁର ପଞ୍ଚାୟତର ନାଗାବାବା ମଠ ନିକଟରେ ନବନିର୍ମାଣ କୃଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଚାଷୀମାନଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଥିଲା l ସରକାର ଚାଷୀମାନଙ୍କ ପ୍ରତି ଯେଉଁଭଳି ଅବହେଳା କରୁଛନ୍ତି ଓ ତାଙ୍କର ନାଯ୍ୟ ଦାବିକୁ ଅଣଦେଖା କରୁଛନ୍ତି ଏହାକୁ ବିରୋଧ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା l ବିଭିନ୍ନ ଦାବି ଭିତ୍ତିରେ, ଚାଷୀମାନଙ୍କ ମୁଖ୍ୟ ସମସ୍ୟାକୁ ଗୁରୁତ୍ବ ଦେବା, ଚାଷୀ ମାନଙ୍କୁ ମାସକୁ 5ହାଜର ଟଙ୍କା ପେନସନ ପ୍ରଦାନ, ଧାନ କୁଇଣ୍ଟାଲର ଅତିକମ ମୂଲ୍ୟ ତିନି ହାଜର ଟଙ୍କା ରଖିବା ଇତ୍ୟାଦି ବିଭିନ୍ନ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ଆଲୋଚନା କରାଯାଇଥିଲା l ଅପରପକ୍ଷରେ କିପରି ରାଜ୍ୟର କୋଣ ଅନୁକୋଣରୁ ପ୍ରତିଟି ଚାଷୀ ତାଙ୍କ ହକ ପାଇଁ ଏକତ୍ରିତ ହୋଇ ଆନ୍ଦୋଳନକୁ ଓଲ୍ଳାଇବେ ସେଥିପାଇଁ ନବନିର୍ମାଣ କୃଷକ ସଙ୍ଗଠନର ଉପଦେଷ୍ଟା ନୂର୍ତନ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି l ଯଦି ସରକାର ଏହି ସବୁ ଦାବି ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗକୁ ଚାଷୀ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଛି l
ସାରା ଦେଶରେ କୃଷକ ଆନ୍ଦୋଳନ ଓ ବିକ୍ଷୋଭ ଜୋର ଧରିଛି l ଚାଷୀଙ୍କୁ ଉଚିତ ନ୍ୟାୟ ଦାବି କରି ଚାଷୀ ସଙ୍ଗଠନ ଲଗାତାର ସରକାରଙ୍କ ପୁଞ୍ଜିବାଦୀ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି l ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଫତେପୁର ପଞ୍ଚାୟତର ନାଗାବାବା ମଠ ନିକଟରେ ନବନିର୍ମାଣ କୃଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଚାଷୀମାନଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଥିଲା l ସରକାର ଚାଷୀମାନଙ୍କ ପ୍ରତି ଯେଉଁଭଳି ଅବହେଳା କରୁଛନ୍ତି ଓ ତାଙ୍କର ନାଯ୍ୟ ଦାବିକୁ ଅଣଦେଖା କରୁଛନ୍ତି ଏହାକୁ ବିରୋଧ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା l ବିଭିନ୍ନ ଦାବି ଭିତ୍ତିରେ, ଚାଷୀମାନଙ୍କ ମୁଖ୍ୟ ସମସ୍ୟାକୁ ଗୁରୁତ୍ବ ଦେବା, ଚାଷୀ ମାନଙ୍କୁ ମାସକୁ 5ହାଜର ଟଙ୍କା ପେନସନ ପ୍ରଦାନ, ଧାନ କୁଇଣ୍ଟାଲର ଅତିକମ ମୂଲ୍ୟ ତିନି ହାଜର ଟଙ୍କା ରଖିବା ଇତ୍ୟାଦି ବିଭିନ୍ନ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ଆଲୋଚନା କରାଯାଇଥିଲା l ଅପରପକ୍ଷରେ କିପରି ରାଜ୍ୟର କୋଣ ଅନୁକୋଣରୁ ପ୍ରତିଟି ଚାଷୀ ତାଙ୍କ ହକ ପାଇଁ ଏକତ୍ରିତ ହୋଇ ଆନ୍ଦୋଳନକୁ ଓଲ୍ଳାଇବେ ସେଥିପାଇଁ ନବନିର୍ମାଣ କୃଷକ ସଙ୍ଗଠନର ଉପଦେଷ୍ଟା ନୂର୍ତନ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି l ଯଦି ସରକାର ଏହି ସବୁ ଦାବି ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗକୁ ଚାଷୀ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଛି l ରାଜ୍ୟର ଅବହେଳିତ ଶୈବ ପୀଠଗୁଡିକର ପୁନରୁଦ୍ଧାର କରାଯିବା ପାଇଁ ଆଜି ରାଜ୍ୟ ମହାଦେବ ସେନା ପକ୍ଷରୁ ଦାବି କରାଯାଇଛି । କେନ୍ଦ୍ରାପଡା ବ୍ଲକର ବାରୁଅ ଗିରୀମଠଠାରେ ୫ମ ସାଙ୍ଗଠନିକ ବୈଠକରେ ଶୈବ ପୀଠଗୁଡିକର ପୁନରୁଦ୍ଧାର କରାଯିବା ସହିତ ସମାଜରେ ଶାନ୍ତି ମୈତ୍ରୀ ବଜାୟ ରଖିବାକୁ ସେନା ନିଷ୍ପତ୍ତି ନେଇଛି । ଏହାଛଡା ବୃକ୍ଷ ରୋପଣ କରି ପ୍ରକୃତିରେ ସବଜୀମା ସୃଷ୍ଟି କରିବା ସହିତ ସମାଜରେ ଅବହେଳିତ ଲୋକଙ୍କୁ ସହାୟତାର ବାଟ ଦେଖାଇବା ପାଇଁ ମହାଦେବସେନା କାର୍ଯ୍ୟ କରିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ମହାଦେବ ସେନାର ଆବାହକ ଆଡଭୋକେଟ ପ୍ରଦୀପ ଦାଶ, ସମାଜସେବୀ କେଦାଳ ସାମନ୍ତରାୟ, ଗବେଷକ ନିରଞ୍ଜନ ମେକାପ ଆଦି ଅନେକ ସମାଜସେବୀ ଯୋଗ ଦେଇଥିଲେ ।
ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି । ଖାଲି ରନ୍ଧନ ଗ୍ୟାସ ସିଲିଣ୍ଡରକୁ ହାତରେ ଧରି ଶତାଧିକ ମହିଳା ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚି ଥିଲେ । ସେଠାରେ ଉଠାଚୁଲିରେ କାଠରେ ନିଆଁ ଲଗାଇ ରୋଷେଇ କରି କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଦରବୃଦ୍ଧିର ପ୍ରତିବାଦ କରିଛନ୍ତି । ସାରାଦେଶରେ ହୁହୁ ହୋଇ ବଢ଼ୁଛି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର୍ । ଯାହାର ପ୍ରଭାବରେ ପ୍ରଭାବିତ ହେଉଛନ୍ତି ସମଗ୍ର ଦେଶବାସୀ । ପରିବହନ ଖର୍ଚ୍ଚ ବଢୁଥିବାରୁ ସବୁ ଜିନିଷପତ୍ରର ଦର ମଧ୍ୟ ଆକାଶଛୁଆଁ ହୋଇଛି । ଏହାର ପ୍ରଭାବରେ ଆମ ରାଜ୍ୟର ଗରିବଙ୍କ ଘରେ ଚୁଲି ଜଳିବା ଏବେ କାଠିକର ପାଠ ହେଲାଣି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ଏହି ବିକ୍ଷୋଭରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜ୍ୟ ବିଜେଡି ସାଧାରଣ ସଂପାଦିକା ଜ୍ୟୋସ୍ନାରାଣୀ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଛନ୍ତି ।
ଏକ ଅମୁଲ୍ ବୋଝେଇ ଟ୍ରକ ଦୁର୍ଘଟଣl ହୋଇଛି । ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁସପୋଖରୀ ରେ ଏକ ଅମୁଲ୍ ବୁଝେଇ ଟ୍ରକ ଓଲଟି ପଡିଛି l ସୂଚନା ମୁତାବକ ଅମୁଲ୍ ବୋଝେଇ ଟ୍ରକ ଭୁବନେଶ୍ବରରୁ ସମ୍ବଲପୁର ଯିବା ସମୟରେ ହିନ୍ଦୋଳ ବାଉଁସପୋଖରୀର ଏକ ମୋଡ଼ଣୀ ରାସ୍ତାରେ ଅନ୍ୟ ଏକ ଟିପର ସାଇଡ ମାରିବାରୁ ଟ୍ରକ ନଂ OD02 – BQ4536 ଓଲଟି ପଡିଛି । ଟ୍ରକରେ 10 ଟନରୁ ଉର୍ଦ୍ଧ୍ବ ଅମୁଲ୍ ଲୋଡ଼ ଥିବା ଡ୍ରାଇଭର ପ୍ରସନ୍ନ କୁମାର ବେହେରା କହିଛନ୍ତି। ଖବରପାଇ ହିନ୍ଦୋଳ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି। ଓଡିଶା ଡ୍ରାଇବର ମହାସଂଘର କିଛି ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଥିବା ଜଣାପଡିଛି।
ସାରା ଦେଶରେ କୃଷକ ଆନ୍ଦୋଳନ ଓ ବିକ୍ଷୋଭ ଜୋର ଧରିଛି l ଚାଷୀଙ୍କୁ ଉଚିତ ନ୍ୟାୟ ଦାବି କରି ଚାଷୀ ସଙ୍ଗଠନ ଲଗାତାର ସରକାରଙ୍କ ପୁଞ୍ଜିବାଦୀ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି l ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଫତେପୁର ପଞ୍ଚାୟତର ନାଗାବାବା ମଠ ନିକଟରେ ନବନିର୍ମାଣ କୃଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଚାଷୀମାନଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଥିଲା l ସରକାର ଚାଷୀମାନଙ୍କ ପ୍ରତି ଯେଉଁଭଳି ଅବହେଳା କରୁଛନ୍ତି ଓ ତାଙ୍କର ନାଯ୍ୟ ଦାବିକୁ ଅଣଦେଖା କରୁଛନ୍ତି ଏହାକୁ ବିରୋଧ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା l ବିଭିନ୍ନ ଦାବି ଭିତ୍ତିରେ, ଚାଷୀମାନଙ୍କ ମୁଖ୍ୟ ସମସ୍ୟାକୁ ଗୁରୁତ୍ବ ଦେବା, ଚାଷୀ ମାନଙ୍କୁ ମାସକୁ 5ହାଜର ଟଙ୍କା ପେନସନ ପ୍ରଦାନ, ଧାନ କୁଇଣ୍ଟାଲର ଅତିକମ ମୂଲ୍ୟ ତିନି ହାଜର ଟଙ୍କା ରଖିବା ଇତ୍ୟାଦି ବିଭିନ୍ନ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ଆଲୋଚନା କରାଯାଇଥିଲା l ଅପରପକ୍ଷରେ କିପରି ରାଜ୍ୟର କୋଣ ଅନୁକୋଣରୁ ପ୍ରତିଟି ଚାଷୀ ତାଙ୍କ ହକ ପାଇଁ ଏକତ୍ରିତ ହୋଇ ଆନ୍ଦୋଳନକୁ ଓଲ୍ଳାଇବେ ସେଥିପାଇଁ ନବନିର୍ମାଣ କୃଷକ ସଙ୍ଗଠନର ଉପଦେଷ୍ଟା ନୂର୍ତନ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି l ଯଦି ସରକାର ଏହି ସବୁ ଦାବି ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗକୁ ଚାଷୀ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଛି l ରାଜ୍ୟର ଅବହେଳିତ ଶୈବ ପୀଠଗୁଡିକର ପୁନରୁଦ୍ଧାର କରାଯିବା ପାଇଁ ଆଜି ରାଜ୍ୟ ମହାଦେବ ସେନା ପକ୍ଷରୁ ଦାବି କରାଯାଇଛି । କେନ୍ଦ୍ରାପଡା ବ୍ଲକର ବାରୁଅ ଗିରୀମଠଠାରେ ୫ମ ସାଙ୍ଗଠନିକ ବୈଠକରେ ଶୈବ ପୀଠଗୁଡିକର ପୁନରୁଦ୍ଧାର କରାଯିବା ସହିତ ସମାଜରେ ଶାନ୍ତି ମୈତ୍ରୀ ବଜାୟ ରଖିବାକୁ ସେନା ନିଷ୍ପତ୍ତି ନେଇଛି । ଏହାଛଡା ବୃକ୍ଷ ରୋପଣ କରି ପ୍ରକୃତିରେ ସବଜୀମା ସୃଷ୍ଟି କରିବା ସହିତ ସମାଜରେ ଅବହେଳିତ ଲୋକଙ୍କୁ ସହାୟତାର ବାଟ ଦେଖାଇବା ପାଇଁ ମହାଦେବସେନା କାର୍ଯ୍ୟ କରିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ମହାଦେବ ସେନାର ଆବାହକ ଆଡଭୋକେଟ ପ୍ରଦୀପ ଦାଶ, ସମାଜସେବୀ କେଦାଳ ସାମନ୍ତରାୟ, ଗବେଷକ ନିରଞ୍ଜନ ମେକାପ ଆଦି ଅନେକ ସମାଜସେବୀ ଯୋଗ ଦେଇଥିଲେ । ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି । ଖାଲି ରନ୍ଧନ ଗ୍ୟାସ ସିଲିଣ୍ଡରକୁ ହାତରେ ଧରି ଶତାଧିକ ମହିଳା ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚି ଥିଲେ । ସେଠାରେ ଉଠାଚୁଲିରେ କାଠରେ ନିଆଁ ଲଗାଇ ରୋଷେଇ କରି କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଦରବୃଦ୍ଧିର ପ୍ରତିବାଦ କରିଛନ୍ତି । ସାରାଦେଶରେ ହୁହୁ ହୋଇ ବଢ଼ୁଛି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର୍ । ଯାହାର ପ୍ରଭାବରେ ପ୍ରଭାବିତ ହେଉଛନ୍ତି ସମଗ୍ର ଦେଶବାସୀ । ପରିବହନ ଖର୍ଚ୍ଚ ବଢୁଥିବାରୁ ସବୁ ଜିନିଷପତ୍ରର ଦର ମଧ୍ୟ ଆକାଶଛୁଆଁ ହୋଇଛି । ଏହାର ପ୍ରଭାବରେ ଆମ ରାଜ୍ୟର ଗରିବଙ୍କ ଘରେ ଚୁଲି ଜଳିବା ଏବେ କାଠିକର ପାଠ ହେଲାଣି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ଏହି ବିକ୍ଷୋଭରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜ୍ୟ ବିଜେଡି ସାଧାରଣ ସଂପାଦିକା ଜ୍ୟୋସ୍ନାରାଣୀ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଏକ ଅମୁଲ୍ ବୋଝେଇ ଟ୍ରକ ଦୁର୍ଘଟଣl ହୋଇଛି । ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁସପୋଖରୀ ରେ ଏକ ଅମୁଲ୍ ବୁଝେଇ ଟ୍ରକ ଓଲଟି ପଡିଛି l ସୂଚନା ମୁତାବକ ଅମୁଲ୍ ବୋଝେଇ ଟ୍ରକ ଭୁବନେଶ୍ବରରୁ ସମ୍ବଲପୁର ଯିବା ସମୟରେ ହିନ୍ଦୋଳ ବାଉଁସପୋଖରୀର ଏକ ମୋଡ଼ଣୀ ରାସ୍ତାରେ ଅନ୍ୟ ଏକ ଟିପର ସାଇଡ ମାରିବାରୁ ଟ୍ରକ ନଂ OD02 – BQ4536 ଓଲଟି ପଡିଛି । ଟ୍ରକରେ 10 ଟନରୁ ଉର୍ଦ୍ଧ୍ବ ଅମୁଲ୍ ଲୋଡ଼ ଥିବା ଡ୍ରାଇଭର ପ୍ରସନ୍ନ କୁମାର ବେହେରା କହିଛନ୍ତି। ଖବରପାଇ ହିନ୍ଦୋଳ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି। ଓଡିଶା ଡ୍ରାଇବର ମହାସଂଘର କିଛି ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଥିବା ଜଣାପଡିଛି। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲରେ ଆୟୋଜିତ ହେବାକୁଯାଉଛି ରାଜ୍ୟସ୍ତରୀୟ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।ତିର୍ତ୍ତୋଲର ମା’ ଶାରଳା ଆସୋସିଏସନ ପକ୍ଷରୁ ଆସନ୍ତା ୧୫ରୁ ୨୭ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏଥିପାଇଁ ଆଜି ମଣିଚରଣ ସାରଳା ଏକାଡେମୀ ପରିସରରେ ଟ୍ରଫି ଉନ୍ମୋଚିତ ହୋଇଛି। ମା’ଶାରଳା ଆସୋସିଏସନ ପକ୍ଷରୁ ଶାରଳାରୋଡଠାରୁ ମଣିଚରଣ ସାରଳା ଏକାଡେମୀ ପର୍ଯ୍ୟନ୍ତ ଏକ ବାଇକ୍ ଶୋଭାଯାତ୍ରା କରାଯାଇଥିଲା।ଟ୍ରଫି ଉନ୍ମୋଚନ ଉତ୍ସବରେ ଯୁବ ସମାଜସେବୀ ବିମଳ ମହାପାତ୍ର ଯୋଗଦେଇ ଟ୍ରଫି ଉନ୍ମୋଚନ କରିଥିଲେ। ମା’ଶାରଳା ଆସୋସିଏସନ ପକ୍ଷରୁ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଓ ରାଜ୍ୟ ବାହାରୁ 16ଟି ଟିମ ଭାଗ ନେବେ । ବିଜୟୀ ଦଳକୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ରହିଥିବା ଆୟୋଜକ ପ୍ରକାଶ କରିଛନ୍ତି।