ସାରା ରାଜ୍ୟ ରେ କୋଭିଡି ସଂକ୍ରମଣ କୁ ରୋକା ଯିବା ନେଇ ଓ ପ୍ରତେକ ନାଗରିକ ଙ୍କୁ ଟୀକା କରଣ କରିବା ପାଈଁ ସରକାର ଏବେ ତତ୍ପର, ଏବଂ କିଭଳି ଭାବରେ ପ୍ରତେକ ଭାରତୀୟ ନାଗରିକ ଙ୍କୁ ଟୀକା କରଣ କରାଯିବା ସେଥିପାଇଁ କେନ୍ଦ୍ର ସରକାର ୨୧ ଜୁନ ଠାରୁ ଏକ ନୂତନ ଟୀକା ନୀତି ମଧ୍ୟ ଜାରି କରିଛନ୍ତି | ସରକାର ଙ୍କ ନୀତି ଓଡ଼ିଶାର ବିଭିର୍ନ ଜିଲ୍ଲା ରେ କାର୍ଯ୍ୟକାରୀ ହୋଇଛି ଯାହାକି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ରେ ମଧ୍ୟ ଦେଖିବାକୁ ମିଳିଛି ଏହି ନୂତନ ଟୀକା କରଣ ନୀତି ତଥା rivise guide line ଅନୁସାରେ ଅନୁସାରେ , ୧୮ ବର୍ଷ ବୟସ ରୁ ଅଧିକ ସମସ୍ତ ନାଗରିକ ମାନଙ୍କ ପାଈଁ ଓ ଯେଉଁ ମାନଙ୍କର second dose due ଅଛି ସେଥିରେ ବି ସେମାନେ ସାମିଲି ହୋଇ ପାରିବେ l
କିନ୍ତୁ ଓଡାପଡା ବ୍ଲକ ରେ ଥିବା ସମସ୍ତ ଟୀକାକରଣ କେନ୍ଦ୍ର ଗୁଡିକ ରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି, ବିଭିନ୍ନ ଦୂର ଦୁରାନ୍ତ ରୁ ଆସୁଥିବା ବୃଦ୍ଧା ଓ ଭିର୍ଣ୍ଣକ୍ଷମ ବ୍ୟକ୍ତବିଶେଷ ମାନଂକୁ ଟୀକାକରଣ କୌଣସି ସୁବିଧା ଯୋଗାଇ ଦିଆ ଯାଉନାହିଁ, ପୋଲିସ ର ଉପସ୍ଥିତ ରେ ମଧ୍ୟ ଗହଳି ଲାଗିରହୁଛି l ଅନଲାଇନ ଟୀକା କରଣ କୁ ବେଶି ଫୋକସ କରାଯାଉଛି, ଅଫଲାଇନି ରେ ହେଉଥିବା ଟୀକାକରଣ କୁ ଅବହେଳା କରାଯାଉଥିବା ର ଦୂର୍ଷ୍ୟ ମଧ୍ୟ ଦେଖିବାକୁ ମିଳିଛି l