ଆସୁଛି ବାତ୍ୟା ଗୁଲାବ। ଆବପାତର ରୂପ ନେଇଛି ଲଘୁଚାପ । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଏକ ତୀବ୍ର ସାଇକ୍ଲୋନିକ୍ ଷ୍ଟ୍ରୋମରେ ପରିଣତ ହେବ | ଏହା ପ୍ରାୟ ପଶ୍ଚିମ ଦିଗକୁ ଯାଇ ଉତ୍ତର ଆନ୍ଧ୍ରପ୍ରଦେଶ – ବିଶାଖାପାଟନମ୍ ଏବଂ ଗୋପାଳପୁର ମଧ୍ୟରେ ୨୬ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା କଳିଙ୍ଗ ପାଟନମରେ ମାଟି ଛୁଇଁବ ଅଵପାତ । ଲ୍ୟାଣ୍ଡଫଲ ପଏଣ୍ଟରେ ପବନର ବେଗ ପ୍ରାୟ ୯୦ରୁ ୧୦୦ କିମି ହୋଇପାରେ । ଏହାର ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତଥା ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ । ତେଣୁ ଏହିସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ଆଗୁଆ ସତର୍କ ରହିବା ସହିତ ଗତକାଲିଠାରୁ ସବୁ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯିବାକୁ ନେଇ ନିର୍ଦ୍ଦେଶ ଦିଆ ଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।
#WEATHER #I&PR #CYCLONE #STROM #NNSODIA