ନାଳରେ ପଡ଼ିଗଲା କାର୍। ବନ୍ୟା ପାଣି ଥିବା ଯୋଗୁ କାର୍ଟି ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ। ଆଜି ସକାଳେ ଦୁଇ ଜଣ ବ୍ୟକ୍ତି ଏକ କାର୍ ଯୋଗେ ବିଲିପଡ଼ାରୁ ଵାଙ୍କୀ ଟାଉନ୍ ଅଭିମୁଖେ ଆସୁଥିଲେ। ତେବେ କୟାଁନାଳ ଉପରେ ଥିବା ଛୋଟ୍ ବ୍ରିଜ୍ ଉପରେ କାର୍ଟି ଭାରସାମ୍ୟ ହରାଇଥିଲା ଏବଂ ଏହା ନାଳରେ ପଡ଼ି ଯାଇଥିଲା।
#CarAccident #NNSODIA