ଆଜି ପ୍ରକାଶ ପାଇଛି ପୌର ନିର୍ବାଚନ ଫଳାଫଳ । ଦୀର୍ଘ ଦିନ ଧରି କଂଗ୍ରେସ କବଜାରେ ଥିବା ପୌର ଅଧ୍ୟକ୍ଷ ଆସନ ବର୍ତ୍ତମାନ ବିଜେଡି ଦଖଲରେ Iଜଟଣୀ ପୌରପରିଷଦ ନିର୍ବାଚନରେ ବିଜେଡି ହାତକୁ ଗଲା ପୌର ଅଧକ୍ଷ ଆସନ | ପୌର ଅଧକ୍ଷ ଭାବେ ବିଜୁ ଜନତା ଦଳର ଅନନ୍ତ ବେହେରା ହୋଇଛନ୍ତି ବିଜୟୀ | ୧୨୬୭୯ ଭୋଟ୍ ପାଇ ସେ ବିଜୟଲାଭ କରିଛନ୍ତି I କଂଗ୍ରେସ ପ୍ରାର୍ଥୀନୀ ସବିତା ବେହେରା ୭୪୭୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ବେହେରା ୪୧୯୮ ଭୋଟ ପାଇଥିଲେ I ଅନନ୍ତ ବେହେରା ୫୨୦୮ ଖଣ୍ଡ ଭୋଟ୍ ବ୍ୟାବଧାନରେ ବିଜୟୀ ହୋଇଛନ୍ତି I
ସେହିଭଳି ଜଟଣୀ ପୌର ପରିଷଦରେ ମୋଟ ୨୩ଟି ୱାର୍ଡରୁ ୧୨ଟି ୱାର୍ଡରେ ବିଜେଡି କାଉନ୍ସିଲର ପ୍ରାର୍ଥୀ ହୋଇଛନ୍ତି ବିଜୟୀ | ସେହିଭଳି କଂଗ୍ରେସ ୫ଟି ୱାର୍ଡରେ ଜିତି ଥିବା ବେଳେ ବିଜେପି ୧ ଆସନରେ ଏବଂ ସ୍ଵାଧୀନ ପ୍ରାର୍ଥୀ ୫ ଟି ୱାର୍ଡରେ ବିଜୟ ଲାଭ କରିଛନ୍ତି |
୧ନଂ ୱାର୍ଡ ବିଜେଡି ପାର୍ଥି ପ୍ରଶାନ୍ତ ବେହେରା ବିଜୟୀ
👉୨ନଂ ରେ ବିଜେଡି ପ୍ରାର୍ଥୀ ସନ୍ତୋଷ ସାମନ୍ତରାୟ
👉୩ନଂ ୱାର୍ଡ କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ କେଶରୀ ରାଉତରାୟ
👉୪ନଂ ୱାର୍ଡ ସ୍ୱାଧୀନ ପ୍ରାର୍ଥୀନୀ ଫାମିଦା ବେଗମ
👉 ୫ ନମ୍ବର ୱାର୍ଡ ର ବିଜେଡି ପ୍ରାର୍ଥୀ କାଜଲ ଦାସ
👉୬ ନମ୍ବର ୱାର୍ଡ ରେ ସ୍ୱାଧୀନ ପ୍ରାର୍ଥୀ ବିଷ୍ଣୁ ସାହୁ
👉 ୭ ନମ୍ବର ୱାର୍ଡରେ ବିଜେଡ଼ି ପ୍ରାର୍ଥୀ ଜାଇ ବେହେରା
👉୮ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଇତିଶ୍ରୀ ଦାସ
👉 ୯ ନମ୍ବର ୱାର୍ଡ ବିଜେଡି ପ୍ରାର୍ଥୀ ଆରତୀ ରାଉତ
👉 ୧୦ ନମ୍ବର ୱାର୍ଡ ବିଜେପିର ଅର୍ଣ୍ଣପୂର୍ଣା ସାହୁ
👉 ୧୧ ନମ୍ବର ୱାର୍ଡ ରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ମାର୍ଥା
👉 ୧୨ ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ନିଳିମା ସ୍ବାଇଁ
👉 ୧୩ ନମ୍ବର ୱାର୍ଡ ରେ ବିଜେଡ଼ିର ରଞ୍ଜିତା ବେହେରା
👉 ୧୪ ନମ୍ବର ୱାର୍ଡର କଂଗ୍ରେସର କୃଷ୍ଣ ଚନ୍ଦ୍ର ନାୟକ
👉୧୫ ନମ୍ବର ୱାର୍ଡ ବିଜେଡ଼ି ପ୍ରାର୍ଥୀ ଜଟାଧାରୀ ପ୍ରଧାନ
👉 ୧୬ ନମ୍ବର ୱାର୍ଡ କଂଗ୍ରେସ ପ୍ରାର୍ଥୀ ଅନିତା ମହାପାତ୍ର
👉୧୭ ନମ୍ବର ୱାର୍ଡ ବିଜେଡ଼ି ପ୍ରାର୍ଥୀ ଉତ୍କଳ କେଶରୀ ବଳିଆରସିଂହ
👉୧୮ ନମ୍ବର ୱାର୍ଡ ବଜେଡ଼ି ପ୍ରାର୍ଥୀ କେ ସୁରେଶ
👉୧୯ ନମ୍ବର ୱାର୍ଡ ବିଜେଡି ପ୍ରାର୍ଥୀ ପି ରାଜା କୁମାରୀ
👉୨୦ ନମ୍ବର ୱାର୍ଡ ସ୍ୱାଧୀନ ପ୍ରାର୍ଥୀ ସଂଧ୍ୟାରାଣୀ ଜନୀ
👉୨୧ ନମ୍ବର ୱାର୍ଡ ବିଜେଡ଼ି ପ୍ରାର୍ଥୀ ଶଶାଙ୍କ ଶେଖର ରାୟ
👉୨୨ ନମ୍ବର ୱାର୍ଡ କଂଗ୍ରେସ ପ୍ରାର୍ଥୀ ସୁନିତା ରାୟ
👉୨୩ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ଅମ୍ରିତା ରାୟ