ଆଜିକାଲି ଅନେକ ଯୁବକଙ୍କର ଚିନ୍ତାଧାରା ଏହିୟା ଅଛି କି ସହରକୁ ଗଲେ ଅଧିକ ଟଙ୍କା ରୋଜଗାର ହୋଇଥାଏ । ଭଲ ବ୍ୟବସାୟ ମଧ୍ୟ ହୋଇଥାଏ ,., ହେଲେ ଗାଁ ରେ ରହି ଏସବୁ କୁ ଭୁଲ ବୋଲି ପ୍ରମାଣ କରି ଦେଖାଇଛନ୍ତି ଭାବେଶ ଚୌଧୁରୀ | ଗାଁ ରେ ଜଣେ ରହିଛିକି ସହରକୁ ନଯାଇ ଲକ୍ଷ ଲକ୍ଷ ଟଙ୍କା ବି ରୋଜଗାର କରିପାରେ ,..୩୦୦୦ ଟଙ୍କା ନିବେଶ କରି କୋଟିଏ ଟଙ୍କାର ଘିଅ ବ୍ୟବସାୟ କରି ସମସ୍ତ ଙ୍କୁ ଚକିତ କରିଦେଇଛନ୍ତି ଭାବେଶ |

ରାଜସ୍ଥାନର ଭାବେଶ ଚୌଧୁରୀକୁ ଗୋଟିଏ ସମୟଥିଲା ଆରମିରେ ନଯିବା , ଅଧାରୁ ପାଠ ଛାଡିବା , ଏବଂ ଟଙ୍କା ବରବାଦ କରିଥିବାର ଗାଳି ବି ଶୁଣିବାକୁ ପଡିଥିଲା .,., କାରଣ ତାଙ୍କ ପରିବାର ର ସମସ୍ତେ ସଦସ୍ୟ ପ୍ରାୟେ ଆରମିରେ ରହିଛନ୍ତି ., କିନ୍ତୁ ଭୁବେଶ କୁ ପିଲାବେଳୁ ହିଁ କିଛି ଅଲଗା କରିବାର ଇଚ୍ଛା ଥିଲା ,.,. ଏମିତିକି ବି ,ଏସ.ସି ପଢିବା ପାଇଁ ଆଡମିସନ ବି କରାଯାଇଥିଲା ହେଲା ଭୁବେଶ ଙ୍କର ମନ ନଲାଗିବାରୁ ପାଠ ଅଧାରୁ ଛାଡି ଘରକୁ ଚାଲିଆସିଥିଲେ ,.. ଏହି ସବୁ କାରଣକୁ ଦେଖି ପରିବାରଲୋକେ ବି ଖୁବ ଚିନ୍ତାରେ ରହିଥିଲେ . .. ଆଉ ଭାବିଥିଲେ ଭବିଷ୍ୟତରେ ଭୁବେଶ ଆଗକୁ କେଉଁଠି ଯାଇ ମଜୁରି ଲାଗିବେ ନ ହେଲେ ଚାଷ କାମ କରିବ . .. କିନ୍ତୁ ଭୁବେଶ କୁ ବିଜନେସ କରିବାକୁ ବହୁତ ଇଚ୍ଚା ଥିଲା ହେଲେ କେମିତି କରିବେ ତାହା ଜାଣି ପାରୁ ନଥିଲେ ।ସେହିସମୟରେ ତାଙ୍କୁ ରହିଥିବା ହଷ୍ଟେଲ କଥା ମନେପଡିଗଲା ଯେଉଁଥିରେ ତାଙ୍କ ସାଙ୍ଗମାନେ ଗାଁରୁ ଘିଅ ଆଣିବା ପାଇଁ ବାରମ୍ବାର କହୁଥିଲେ ।

ଗାଁର ଶୁଦ୍ଧ ଦେଶୀ ଘିଅ ର ଡିମାଣ୍ଡ ସହର ରେ ଖୁବ ବେଶି ରହିଥିଲା .,., ଲୋକ ସବୁବେଳେ ଦେଶୀ ଗାଈର ଘିଅ ରେ କିଛି ଅପମିଶ୍ରଣ ନଥିବା ବହୁତ ଭଲପାଆନ୍ତି ,.., ସେତେବେଳେ ଭୁବେଶମନକୁ ଏହି ଆଇଡିଆ ଆସିଲା ହେଲେ ନା ତା ପାଖରେ ପ୍ୟାକିଙ୍ଗ କରିବାର ଦକ୍ଷତା ଜଣାନଥିଲା ନାକି ମାର୍କଟିଙ୍ଗ ର ଆଉ ସବୁଠୁ ବଡ କଥା ବିଜେନେସ କରିବାକୁ ଟଙ୍କା କେଉଁ ଠି ଆଣିବେ .,., ଏହାପରେଭୁବେଶ ୟୁ୍ୟଟୁବ ର ସାହାରା ନେଲେ .., ମା ତିଆରୁ ଥିବା ଘିଅ ର ଭିଡିଓ ନେ;ଲେ ଓ ସବୁଦିନ ଅପଲୋଡ କଲେ ,,., ଆଉ ଲେଖିଲେ ଏହିଠି ମିଲେ ଶୁଦ୍ଧ ଘିଅ |

ଶେଷରେ ତାଙ୍କର ଏହିଭଳି ପରିଶ୍ରମର ତାଙ୍କୁ ଫଳ ମିଳିଛି ., ବିହାର ର ଏକ ଅରଗାନିକ ଷ୍ଟୋର ରୁ ତାଙ୍କୁ ଘିଅ ପାଇଁ ଅର୍ଡର ମିଳିଲା ,., ଭାବେଶ ୩୦୦୦ ଟଙ୍କା ଖର୍ଚ୍ଚ କରି ଅର୍ଡର କୁ ପୂରା କରିଥିଲେ . ସେବେଠାରୁ ହି କେବେବି ପଛକୁ ବୁଲି ଚାହିଁନାହାନ୍ତି ।,.., ଗାଁ ରେ ରହି ୟୁଟୁ୍ୟବ ଓ ଗୁ୍ୁଗୁଲ ମାଧ୍ୟମରେ ତାଙ୍କୁ ୩୦୦୦ ରୁ ଅଧିକ ଅର୍ଡର ଅତି ସହଜରେ ମିଳିପାରୁଛି । ଏମିତି ଅନେକ ଅର୍ଡର କୁ ପୂରା କରିବା ପାଇଁ ୧୫୦ କୃଷକଙ୍କ ପରିବାରର ପେଟ ପୋଷିପାରୁଛନ୍ତି ,., ଭାବେଶ ର ସଫଳତାରୁ ଏହିୟା ପ୍ରମାଣ ମିଳୁଛି କି ଯଦି ଲକ୍ଷ୍ୟ ଧାର୍ଯ୍ୟ ରହିଛି ସହର କି ଗାଁ କିଛି ମୂଲ୍ୟ ନାହିଁ .., ଖାଲି ପରିଶ୍ରମ ଓ ଇଚ୍ଚା ଶକ୍ତିର ନାଁ ଆସେ |