ଏନଏନଏସ୍: ଜମ୍ମୁକାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ସୂଚନାଯୋଗ୍ୟ କିଶତୱାଡାରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଜଣ ପାଇଲଟ ଆହତ ହୋଇଛନ୍ତି। ଅନ୍ୟପଟେ ଦୁର୍ଘଟଣା ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ଓ ସେନାବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

© 2023 NNS Odia - Designed by TT INFOTECHS.