ବହୁ ଚର୍ଚିତ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟ ଦୁର୍ଘଟଣା ଜନିତ ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ଏହିଘଟଣା ରେ ସନ୍ଦିଗଧ ମନ୍ମଥ କୁମ୍ଭ , ଡିଏଫଓ ସଂଗ୍ରାମ କେଶରୀ ବେହେରା , କ୍ଲିନ ଚିଟ ଦେଲା କ୍ରାଇମବ୍ରାଞ୍ଚ। ଏହି ଘଟଣା ପରେ ବିଦ୍ୟା ଭାରତୀଙ୍କର ଭୂମିକା ସନ୍ଦେହ ଜଣକ ଥିଲା । ଏବଂ ଯୋଉଠି ପାଇଁ ତାଙ୍କ ବିରୋଧରେ ଆଇପିସି ର ଧାରା ୩୦୪ ଏ ୨୮୫ ଏ ଦଫା ରେ ମାମଲା ରୁଜୁ କରି ଚର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ। ଏଇ ଦୁଇ ଦଫା 7 ବର୍ଷ ରୁ କମ ସଜା ବୋଲି ସିଆରପିସି ର ଧାରା ୪୧ ଆଧାରରେ ତାଙ୍କୁ କେବଳ ନୋଟିସ କରିଛ କ୍ରାଇମବ୍ରାଞ୍ଚ।
ଏସିଏଫ୍ ସୌମ୍ୟ ମହାପାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଶେଷ
ସବୁ ଫରେନସିକ ଓ ପୋଷ୍ଟମାର୍ଟମ ରିପୋର୍ଟ ମିଳିସାରିଛି
ତିନି ଜଣ ମୁଖ୍ୟ ବ୍ୟକ୍ତିଙ୍କ ପଲିଗ୍ରାଫ ରିପୋର୍ଟ ଆମେ ପାଇସାରିଛୁ
ଡିଏଫଓ ଓ ମନ୍ମଥଙ୍କ ବିଦ୍ୟାଭାରତି କିମ୍ବା ସୌମ୍ୟ ଙ୍କ ମୃତ୍ୟୁ ସହ କିଛି ସମ୍ପର୍କ ଥିବାର କିଛି ପ୍ରମାଣ ମିଳିନାହିଁ
ବିଭିନ୍ନ ତଥ୍ୟ ପ୍ରମାଣ ଆମେ ଜବତ କରିଛୁ
ଏହା ଏକ ଆକ୍ସିଡେଣ୍ଟାଲ ଡେଥ….
ଯାହା ଡାଇଙ୍ଗ ଡିକ୍ଲାରେସନ୍ ରୁ ସ୍ପଷ୍ଟ
ବିଦ୍ୟାଭାରତୀଙ୍କ ସହ ସୌମ୍ୟଙ୍କ ସମ୍ପର୍କ ଭଲ ନ ଥିଲା
ବିଦ୍ୟା ଭାରତୀଙ୍କ ନାଁ ୩୦୪ ଏ ୨୮୫ ଦଫା ଲାଗିଲା