ବିଦ୍ୟାଭାରତୀଙ୍କୁ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମର ମାରାଥନ ଜେରା
ବୁଲେଇ ବଙ୍କେଇ ୬୦ରୁ ୭୦ଟି ପ୍ରଶ୍ନ ପଚାରିଲେ
କ୍ରାଇମବ୍ରଞ୍ଚର ପ୍ରଶ୍ନ ଜାଲରେ ଛନ୍ଦି ହୋଇଯାଇଥିଲେ
ବିଦ୍ୟା କିଛି ପ୍ରଶ୍ନର ଉତ୍ତର ଦେଲେ ଆଉ କିଛି ପ୍ରଶ୍ନରେ ଚୁପ ରହିଥିଲେ ବିଦ୍ୟା
କଣ କ୍ରାଇମବ୍ରାଞ୍ଚ ଏଥର ହତ୍ୟା ପଛର ଗୁମର ଖୋଲି ପାରିବ କି ??
କଣ ଏଥର ପ୍ରକୃତ ଦୋଷୀ ଧରା ପଡ଼ିବ ??
#CrimeBranch #paralakhemundi #ACF #NNSODIA