NNS ଓଡିଆ
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି
No Result
View All Result
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି
No Result
View All Result
NNS ଓଡିଆ
No Result
View All Result
Home News

ବସ ଭିତରେ ପ୍ରସବ କଲେ ମହିଳା

A 37-year-old woman passenger in a KSRTC bus went into labour and was immediately taken to the hospital in the bus.

nns odia by nns odia
31/05/2024
in News, ଏନ ଏନ ଏସ ଓଡ଼ିଆ, ଖବର ଏବେ ଏବେ, ଚର୍ଚ୍ଚିତ ଖବର, ଟ୍ରେଣ୍ଡିଂ ଖବର, ତାଜା ଖବର, ପ୍ରମୁଖ ଖବର, ରାଜ୍ୟ, ସହର/ମହାନଗର, ସ୍ବାସ୍ଥ୍ୟ
Reading Time: 1 mins read
0
0
ବସ ଭିତରେ ପ୍ରସବ କଲେ ମହିଳା
0
SHARES
0
VIEWS
Share on FacebookShare on WhatsappShare on Twitter

କେରଳର ଜଣେ ମହିଳା କାମ କରିବାକୁ ଯାଇ କରିଛନ୍ତି ବସ ଭିତରେ ପ୍ରସବ ..ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଡାକ୍ତର ଓ ନର୍ସ ପହଞ୍ଚି ବସ ଭିତରେ ହିଁ ପ୍ରସବ କରାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି ।

୩୭ ବର୍ଷୀୟା ଗର୍ଭବତୀ ମହିଳା KSRTC ସରକାରୀ ବସ୍ ଯୋଗେ ଥୋଟ୍ଟିଲପାଲମ ଜିଲ୍ଲାରୁ ଅଙ୍ଗାମାଲୀକୁ କାମ କରିବାକୁ ଯାଉଥିଲେ। ଏହି ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଥ୍ରୀସୁରର ଅମାଲା ଡାକ୍ତରଖାନାକୁ ନିଆଯାଇଥିଲୀ। ଡାକ୍ତରଖାନାରେ ବସ୍ ପହଞ୍ଚିବା ପରେ ମଧ୍ୟ ତାଙ୍କୁ ହସ୍ପିଟାଲ୍ ବେଡକୁ ନିଆଯାଇ ପାରିନଥିଲା। କାରଣ ମହିଳାଙ୍କୁ ବସ୍ ଭିତରୁ ବାହାରକୁ ଆଣିବା କଷ୍ଟକର ଥିଲା। ତେଣୁ ଡାକ୍ତର ଓ ନର୍ସମାନେ ବସ୍ ଭିତରେ ହିଁ ପ୍ରସବ କରାଇଥିଲେ।ତେବେ ମହିଳା ଏକ କନ୍ୟା ଶିଶୁ ଜନ୍ମ ଦେଇଛନ୍ତି ।

https://nnsodia.com/wp-content/uploads/2024/05/VqDoQp9H_V-3rt6K.mp4

Tags: #awomen#babygirl#born#bus#Currentnews#delivery#givebirth#goingtowork#herchild#NNSODIA#updatenews#whilekeralaodianews
Plugin Install : Subscribe Push Notification need OneSignal plugin to be installed.
nns odia

nns odia

Related Posts

ଆଜିକୁ ୨୫ ବର୍ଷ ପୁରିଲା ମହାବାତ୍ୟା
News

ଆଜିକୁ ୨୫ ବର୍ଷ ପୁରିଲା ମହାବାତ୍ୟା

29/10/2024
ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
News

ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

29/10/2024
ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ
News

ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ

29/10/2024
  • About
  • Advertise
  • Careers
  • Contact
Call us: +91 9437055221

© 2023 NNS Odia - Designed by TT INFOTECHS.

No Result
View All Result
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି

© 2023 NNS Odia - Designed by TT INFOTECHS.

Welcome Back!

Login to your account below

Forgotten Password? Sign Up

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.
All fields are required. Log In

Retrieve your password

Please enter your username or email address to reset your password.

Log In

Add New Playlist

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.