ଆଜି ପବିତ୍ର ବଡଦିନ ବା ଖ୍ରୀଷ୍ଟମାସ । ଆଜିର ଦିନରେ ସମସ୍ତେ ସମସ୍ତଙ୍କୁ ମେରି ଖ୍ରୀଷ୍ଟମାସ କହି ଶୁଭେଚ୍ଛା ଜଣାଇଥାନ୍ତି । ଶାନ୍ତି ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଗତକାଲି ମଧ୍ୟରାତ୍ରୀରେ ଧରାବତାରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ପୂରା ରାଜ୍ୟ ।

© 2023 NNS Odia - Designed by TT INFOTECHS.