ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ଠାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଗୌରବ ଅନୁଭବକରି ବିଶ୍ବର ଆଦ୍ୟଧର୍ମ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତନ କଲେ ଏହି ମୁସଲମାନ ଯୁବକ। ଏକ ଘୋରଇ ସଂସ୍ଥାରେ ଚାକିରି କରୁଥିବା ବଲାଙ୍ଗିର ସହରରେ ରହୁଥିବା ୨୭ ବର୍ଷିୟ ଯୁବକ ଅନିସ୍ ଅଖତାର ସ୍ବଇଛାରେ ଯଜ୍ଞ ପୂଜା ବିଧି ମାଧ୍ୟମରେ ବୈଦିକ ପରମ୍ପରା ଏବଂ ସଂସ୍କାର ମାଧ୍ୟମରେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନିସ ଅଖତାର ରୁ ଅନିସ ଆର୍ଯ୍ୟ ପଣ୍ଡା ଭାବରେ ଆଜିଠାରୁ ନାମିତ ହେଲେ। ଆଗରୁ ଆମେ ଆମର ଏନ୍ ଏନ୍ ଏସ ଓଡ଼ିଆ ମାଧ୍ୟମରେ ଦେଖାଇଛୁ କି ରାମ ମନ୍ଦିର ନିର୍ମାଣ ର ଶୁଭାରମ୍ଭ ବେଳେ ୱଆସିମ ରିଜ୍ଭି ଇସଲାମ ଧର୍ମ ଛାଡି ସନାତନି ହିନ୍ଦୁ ଧର୍ମକୁ ଗ୍ରହଣ କରିଥିଲେ । ସେ ୱଆସିମ ରିଜ୍ଭୀରୁ ଜିତେନ୍ଦ୍ର ନାରାୟଣ ତ୍ୟାଗିରେ ପରିଣତ ହୋଇଥିଲେ । କହିଲେ କୋରାନ ଏକ ମିଥ୍ୟା ଗ୍ରନ୍ଥ । ସେ କହିଲେ କୋରାନରେ ଲେଖା ଅଛି ମୂର୍ତ୍ତି ପୂଜା କରୁଥିବା ଗୈର ମୁସଲମାନ ଅଥବା କାଫେର ତାକୁ ମାରିଦିଅ । ସିଏ ପ୍ରଥମେ ଯେଉଁ ସାହସ ଦେଖାଇ ଥିଲେ ଓ କରିଥିଲେ ଆହୁରି ଅନେକ ମୁସଲମାନ ହିନ୍ଦୁ ଧର୍ମକୁ ଆପଣେଇ ନେବେ । ତାହାହିଁ ଦେଖିବାକୁ ମିଳିଛି ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଅଖତାରରୁ ଅନୀଷ ଆର୍ଯ୍ୟ । ଯିଏ ଇସଲାମ ଧର୍ମ ଛାଡି ସନାତନ ଧର୍ମକୁ ପ୍ରତ୍ୟାର୍ବନ କରିଛନ୍ତି । ୱଆସିମ ରିଜ୍ଭିଙ୍କ କହିବା ଅନୁଯାୟୀ ଭାରତରେ ଥିବା ସମସ୍ତ ମୁସଲମାନ ହିନ୍ଦୁ ଥିଲେ । ଏମାନେ ବାଧ୍ୟ ହୋଇ ପରିବର୍ତ୍ତିତ ହୋଇଯାଇଥିଲେ । ସିଏ ଏହା ମଧ୍ୟ କହିଛନ୍ତି କି ପୃଥିବୀର ଅନେକ ଇସଲାମ ଧର୍ମାବଲମ୍ବୀ ଲୋକମାନେ ଧର୍ମ ପରିବର୍ତନ କରିବାକୁ ଯାଉଛନ୍ତି । ହିନ୍ଦୁ ଧର୍ମରେ ଉଦାର ଚିନ୍ତା ଧାରା ଅଛି ।