ଆଗକୁ ଆସୁଛି ଦୀପ ର ପର୍ବ ଦୀପାବଳି, ଏହି ଦିନ କୁ ଅପେକ୍ଷା କରି ରହିଥାନ୍ତି କୁମ୍ଭକାର ମାନେ, ସେଥିପାଇଁ ସେମାନେ ପ୍ରବଳ ପରିଶ୍ରମ କରି ତିଆରି କରିଥିବା ମାଟି ଦୀପ କୁ ବଜାର ରେ ବିକ୍ରି କରି ସେଥିରୁ କିଛି ଯାହା ପଇସା ପାଇଥାନ୍ତି ସେଥିରେ ତାଙ୍କର ପରିବାର ଚଳିଥାଏ ଓ କିନ୍ତୁ କରୋନା କଟକଣା ଯୋଗୁଁ ଦିର୍ଘ ଦୁଇ ବର୍ଷ ହେବ ସେମାନେ ଅନେକ ସମସ୍ୟା ର ସମ୍ମୁଖିନ ହଉଛନ୍ତି,ଏବଂ ବଜାରରେ ମାହାଙ୍ଗା ମାଡ ଯୋଗୁଁ ସେମାନେ ଆବଶ୍ୟକ ସମାଗ୍ରୀ କିଣିବାକୁ ସମର୍ଥ ନାହାଁନ୍ତି, ଯଦି ସରକାର ସେମାନଙ୍କୁ କିଛି ସାହାଯ୍ୟ ଓ ସହଯୋଗ ଯୋଗ ର ହାତ ବଢେଇବେ ତାହାଲେ ସମାନେ ସେମାଙ୍କର ବୃତ୍ତି କୁ ବଜାୟ ରଖିବେ ନଚେତ୍ ସେମାନେ ତାଙ୍କର ବୃତ୍ତି କୁ ବାଧ୍ୟ ହୋଇ ବନ୍ଦ କରିଦେବେ